ରଣବୀରଙ୍କ ବିଗ୍‌ ବଜେଟ ଆକ୍ସନ ମୁଭି

ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍‌ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ଏଥି ମଧ୍ୟରେ ସେ ଆଦିତ୍ୟ ଧରଙ୍କ ସହ ହାତ ମିଳାଇ…

ଭାରତୀୟ ଦଳରେ ପରିବର୍ତ୍ତନ

ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ । ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୩-୧ରେ ଆଗୁଆ ରହିଛି। ତେବେ ଇଂଲଣ୍ଡ ଦଳ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ…

ଶେଷ ପ୍ରର୍ଯାୟରେ ଶୈବପିଠ

ଆସନ୍ତା କାଲି ମହାଶିବରାତ୍ରୀ । ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ତେବେ ସମସ୍ତ ନୀତିକାନ୍ତିକୁ ଠିକ୍‌ ସମୟରେ ସୁଚାରୁ ରୂପେ କିପରି କରାଯିବ, ସେନେଇ ଗତକାଲି ଏକ ବୈଠକ ବସିଥିଲା। ଶିବରାତ୍ରୀ ଦିନ ରାତି ୧୦ରେ ମହାଦୀପ ଉଠିବ ବୋଲି ବୈଠକରେ…

ଓଡିଶା ଆସୁଛନ୍ତି ଅମିତ ଶାହା

ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି ।ସୂଚନା ଅନୁଯାୟୀ, ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ଓଡିଶାରେ ମେଣ୍ଟ…

ଦୌଡ଼ରୁ ଓହରିଯାଇଛନ୍ତି ନିକ୍କି ହାଲି

ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍‌ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା ନଭେମ୍ବରରେ…

ହୋଲିରେ ମିଳିବ ମାଗଣା ସିଲିଣ୍ଡର

ଆସୁଛି ଭାରତର ଗଣପର୍ବ ହୋଲି । ଏହି ଅବସରରେ କୋଟି କୋଟି ଲୋକଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ । ଏ ନେଇ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ନିଜ ବ୍ୟାଙ୍କ ଖାତା ସହିତ ସଂଯୋଗ କରିବାକୁ ପଡ଼ିବ । ତେବେ…

ବଢ଼ୁଛି ଦିନ ରାତି ତାପମାତ୍ରା

ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁୁଚାପ ବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି । ଫଳରେ ଅନେକ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି ।…

ଓଡ଼ିଶା ଜାତୀୟ କ୍ୟାଡେଟ୍ କର୍ପସ ନିର୍ଦ୍ଦେଶାଳୟ ଏବଂ ବାଣିଜ୍ୟ ଏବଂ ପରିବହନ ବିଭାଗ ସହିତ ଏମୟୁ ସ୍ବାକ୍ଷରିତ

ସଡ଼କ ସୁରକ୍ଷା ନେଇ ସଚେତନତା କରିବା ଏବଂ ଜୀବନ ରକ୍ଷା କରିବା ଦିଗରେ  ଓଡ଼ିଶା ଜାତୀୟ କ୍ୟାଡେଟ୍ କର୍ପସ (ଏନସିସି) ନିର୍ଦ୍ଦେଶାଳୟ ଏବଂ ବାଣିଜ୍ୟ ଏବଂ ପରିବହନ ସହିତ ଏମୟୁ ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ସଚିବାଳୟର ଲୋକ ସେବା ଭବନ…

ସଡକ ସୁରକ୍ଷା ଓକିଲାତିର ଏକ ପ୍ରମୁଖ ମୁହୂର୍ତ୍ତ ଉନ୍ମୋଚିତ

06 ମାର୍ଚ୍ଚ 2024 ରେ, ଓଡ଼ିଶା ଜାତୀୟ କ୍ୟାଡେଟ୍ କର୍ପସ (ଏନସିସି) ନିର୍ଦ୍ଦେଶାଳୟ ଏବଂ ବାଣିଜ୍ୟ ସହିତ ଓଡିଶାର ସିଏମ ଶ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବଧାନରେ ଓଡିଶା ସଚିବାଳୟର ଲୋକ ସେବା ଭବନଙ୍କ ସମ୍ମିଳନୀ ହଲରେ ସଡକ ସୁରକ୍ଷା ଓକିଲାତିର ଏକ ପ୍ରମୁଖ ମୁହୂର୍ତ୍ତ ଉନ୍ମୋଚିତ ହୋଇଥିଲା।କୋଲ…

ଇତିହାସ ରଚିଛି ଭାରତ

ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ…