ସନ୍ରାଇଜର୍ସ ୨ ରନ୍ରେ ଜିତିଲା
ଚଳିତ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରୋମାଞ୍ଚକ ଭାବେ ୨ ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦ ୧୮୨ ରନ୍ କରିଥିବା ବେଳେ ପଞ୍ଜାବ ଶେଷ ଓଭରରୁ ୩ ଛକା ସହ ୨୬ ରନ୍ ଆଦାୟ କରିଥିଲେ ମଧ୍ୟ ମ୍ୟାଚ୍ ଜିତିପାରି ନଥିଲା। ପ୍ରଶଂସକମାନେ କିନ୍ତୁ ତାଙ୍କ ପଇସା ଅସୁଲ…