୧୩ରୁ ବଢିବ ତାତି

ଆସନ୍ତା  ୧୩ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ୧୩ ତାରିଖ ପରଠାରୁ ତାତି ଆହୁରି ବଢିବ ବୋଲି ସୂଚନା ଦିଆଯାଇଛି । ଏହାସହିତ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସହ ଦିନର ତାପମାତ୍ରା ମଧ୍ୟ ଉପରକୁ ଉଠିବ ବୋଲି ପାଣିପାଗ ବିଭାଗ ସୂଚନା…

ଆଜିର ରାଶିଫଳ

ମେଷ: ଭାଇ, ବନ୍ଧୁ ତଥା ପରିବାରର ସାହାଯ୍ୟ ଓ ସମର୍ଥନ ପାଇ ଅସମ୍ପୂର୍ଣ୍ଣ କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନେ ପରାଜିତ ହେବେ । ପୂର୍ବରୁ ଦେଖାଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। ବୃଷ: …

ବଢିଲା କେଜ୍‌ରିଓ୍ବାଲଙ୍କ ଅଡୁଆ, ଗିରଫଦାରୀକୁ ବୈଧ କହିଲେ କୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କେଜ୍‌ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏକ୍ସାଇଜ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ…

ଜିଏସ୍‌ଟି ଠକେଇରେ ୯୯% ବୃଦ୍ଧି

୨୦୨୨-୨୩ ଆର୍ଥିକ ବର୍ଷରେ ଡିଜିଜିଆଇ ୧,୦୧,୩୫୪ କୋଟି ଟଙ୍କାର ୪,୮୭୨ ଜିଏସ୍‌ଟି ଠକେଇ ମାମଲା ଠାବ କରିଥିଲା। ସେଥିରୁ ଟିକସଦାତାମାନେ ନିଜ ଆଡ଼ୁ ୨୦,୭୧୩ କୋଟି ଟଙ୍କା ପଇଠ କରିଥିଲେ। ଏହି ବର୍ଷ ୯୨ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ…

ଚୈତ୍ର ନବରାତ୍ରୀ

ଚୈତ୍ର ନବରାତ୍ରୀ ଆରମ୍ଭ ହୋଇସାରିଛି । ତେଣୁ ପରିବାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚାହୁଁଥିଲେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ମା’ ଦୁର୍ଗାଙ୍କ କୃପାରୁ ବଞ୍ଚିତ ହେବେ ।ନବରାତ୍ରୀର ନଅ ଦିନରେ ମାଆ ଦୁର୍ଗାଙ୍କ ରୂପରେ ବିଧି-ବିଧାନ ସହ ପୂଜା ଆରାଧନା କରାଯାଏ । ଭକ୍ତ ଏହି ସମୟରେ…

ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା

ଭାଜପା କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା ସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି,…

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଗୁଇନ୍ଦ‌ା ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ରାଜୀବ କୁମାରଙ୍କୁ ହତ୍ୟା ଧମକ ମିଳିଛି…

ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଗୁଇନ୍ଦ‌ା ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ରାଜୀବ କୁମାରଙ୍କୁ ହତ୍ୟା ଧମକ ମିଳିଛି…

ଟିକେଟ୍‌ ଫାଇନାଲ! ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ: ଜୁଏଲ

ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇଥିବା ବରିଷ୍ଠ ନେତା ଜୁଏଲ ଓରାମ ମଙ୍ଗଳବାର କହିଛନ୍ତି। ଜୁଏଲ କହିଛନ୍ତି। ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। ଆସନ୍ତାକାଲି ଭିତରେ ଦିଲ୍ଲୀପଙ୍କ ଟିକେଟ୍‌ ଘୋଷଣା ହେବ।…

ରାମନବମୀରେ ଘୋଷଣା ହେବ ‘ରାମାୟଣ’

ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍‌ ବଜେଟ୍‌ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍‌ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ। ଭଗବାନ ରାମଙ୍କ ଭୂମିକାରେ ରଣବୀର, ସୀତା…