୪୩ ଡିଗ୍ରୀ ଛୁଇଁଲା ପାରଦ

ଜଳୁଛି ଓଡ଼ିଶା । ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ପାରଦ । ସାଢେ ୨ଟା ସୁଦ୍ଧା କେନ୍ଦୁଝରର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ । ଝାରସୁଗୁଡ଼ାର ତାପମାତ୍ରା ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮ ଡିଗ୍ରୀ ରେକର୍ଡ କରିଥିବା ବେଳେ ରାଉରକେଲାରେ ୪୧.୮, ବାଲେଶ୍ୱରର ତାପମାତ୍ରା…

ଆଜିର ରାଶିଫଳ

ମେଷ: ବେପାରରେ ଆଶାଜନକ ପରିଣାମ ପାଇବେ। ଅପବ୍ୟୟ ଉପ‌େର ନିୟନ୍ତ୍ରଣ ରଖନ୍ତୁ। ଘରୋଇ ଶିକ୍ଷକଙ୍କ ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ସ୍ମରଣୀୟ ରହିବ। ବୃଷ: ଘରେ ଶୁଭକାର୍ଯ୍ୟ ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ , ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀଙ୍କ ଏଡିଟେଡ ଭିଡ଼ିଓ ପକାଇ…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡ଼ିଆରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଡିଟେଡ ଭିଡ଼ିଓ ଭୁଲ ଢଙ୍ଗରେ ପୋଷ୍ଟ କରିଥିବା କାରଣରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ସମନ ଜାରି କରିବା ସହ…

କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଦୁଲାଲ ପ୍ରଧାନ , ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ପଠାଇଲେ ଇସ୍ତଫାପତ୍ର

କଂଗ୍ରେସ ଛାଡିଲେ ଦୁଲାଲ ପ୍ରଧାନ । ଦୁଲାଲଙ୍କଠାରୁ କଂଗ୍ରେସ ଟିକେଟ୍ ଫେରାଇ ନେବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସମ୍ବଲପୁର ଲୋକସଭା ପାଇଁ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ହେଲେ ଗତକାଲି କଂଗ୍ରେସ ଜାରି କରିଥିବା ଟିକେଟ୍ ତାଲିକାରେ ଦୁଲାଲଙ୍କ ବଦଳରେ…

ସାରା ରାଜ୍ୟରେ ଅସହ୍ୟ ତାତି , ଦିନ ସାଢ଼େ ୨ ସୁଦ୍ଧା ୪୩ ଡିଗ୍ରୀ ପାରଦ ରେକର୍ଡ

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ସାଢ଼େ ୨ ଟା ସୁଦ୍ଧା ୪୩ ଡିଗ୍ରୀ ଟପିଛି ପାରଦ । କେନ୍ଦୁଝରରେ ଦିନର ସର୍ବାଧିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୨ ଦଶମିକ ୮, ସମ୍ବଲପୁରରେ ୪୨ ଦଶମିକ ୬, ହୀରାକୁଦ ଓ ରାଉରକେଲାରେ ୪୧ ଦଶମିକ ୮,…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରିବା ଆବେଦନକୁ ଖାରଜ କଲେ ଦିଲ୍ଲୀ…

ଉତ୍ତରପ୍ରଦେଶର ପିଲିଭିଟ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣରେ ଭଗବାନ ଓ ଉପାସନା ସ୍ଥାନ ନାମରେ ଭୋଟ ମାଗି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆଗତ ହୋଇଥିବା…

ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, କମ୍‌ ହେବ ରକ୍ତଚାପ

ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷକରି ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ଏଥିରୁ…

ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଦଶମ / ମାଧ୍ୟମ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଗତ ୧୬ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ମେ ୧୬ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନୋକ୍ତ ବିଜ୍ଞପ୍ତିକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ…

ମେଲୋଡି ମଞ୍ଚରେ ନାମୀ-ଦାମୀ ସିଙ୍ଗରଙ୍କୁ ସାମିଲ ନ କରିବା ପାଇଁ ସଂଘର ନିଷ୍ପତ୍ତି

ମେଲୋଡିର ଯାକ-ଜମକ ଦୁନିଆରୁ ବାଦ୍ ପଡ଼ିବେ ଓଡ଼ିଶାର ପ୍ଲେ-ବ୍ୟାକ ସିଙ୍ଗର । କେବଳ ମେଲୋଡି ପାର୍ଟିରେ ଥିବା ସିଙ୍ଗରମାନଙ୍କ ସହ କାର୍ଯ୍ୟକ୍ରମ କରିବେ ଅନୁଷ୍ଠାନ । ଏ ନେଇ ଓଡିଶା ମେଲୋଡି ଆସୋସିଏସନ । ଏଥର ମେଲୋଡି ପ୍ରୋଗ୍ରାମ କରିବା ପାଇଁ ବି ପ୍ଲେ-ବ୍ୟାକ ସିଙ୍ଗରଙ୍କୁ ସୁଯୋଗ ଦିଆଯିବନି ବୋଲି…

ମାଲକାନଗିରିରେ ଭିକେ ପାଣ୍ଡିଆନଙ୍କ ହାଇଭୋଲଟେଜ ପ୍ରଚାର

ଆଜି ମାଲକାନଗିରି କାଲିମେଳାରେ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏହି କ୍ରମରେ ମାଲକାନଗିରିବାସୀଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ବାବଦରେ କହିଥିଲେ । ପାଣ୍ଡିଆନ୍ କହିଥିଲେ , ଓଡିଶାରେ ବିଜେଡି ସରକାରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ବିଶେଷ କରି…