ବିଜେପି ଛାଡ଼ିଲେ ଅଭିନେତ୍ରୀ ଜିନା ସାମଲ

ବିଜେପି ଛାଡିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓରଫ ସ୍ୱାତୀ । ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ଜିନା । ଦଳ ପାଇଁ ଝାଳ ବୁହାଇ କାର୍ଯ୍ୟ କରିଥିଲେ ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିନଥିବା ଇସ୍ତଫା ପତ୍ରରେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି । ଜମିଜମା ମାମଲା ସମାଧାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି 

ବିଜୁଳି ବିଲ୍ ରୋକିବାର ୫ଟି ଟିପ୍ସ

ୱାସିଙ୍ଗ ମେସିନ୍, ମାଇକ୍ରୋୱେଭ, ଓଭନ୍, ଫ୍ରିଜ ଏବଂ ଟିଭି ଇତ୍ୟାଦି ଗ୍ୟାଜେଟ ପାଇଁ ଇଲେକ୍ଟ୍ରିକ ବିଲ ହୁ ହୁ ହୋଇ ବଢୁଛି । ଯାହା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଉପରେ ପରିଲକ୍ଷିତ ହେଉଛି । କିନ୍ତୁ ଏହି ବିଲ୍ କମ୍ କରିବା ପାଇଁ ମଧ୍ୟ କିଛି ସରଳ ଉପାୟ ରହିଛି । ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ…

ପ୍ରତିବର୍ଷ ବଦଳିବ କି ଏନସିଇଆରଟିର ପୁସ୍ତକ ?

ନୂଆ ପୁସ୍ତକ ଏପର୍ଯ୍ୟନ୍ତ ବଜାରକୁ ଆସିନାହିଁ, କିନ୍ତୁ ଆଶା କରାଯାଉଛି ଯେ ୩ ଏବଂ ୬ ଶ୍ରେଣୀର ନୂଆ ପୁସ୍ତକ ଏହି ମାସ ଅର୍ଥାତ୍ ମେ’ରେ ବଜାରରେ ଉପଲବ୍ଧ ହେବ । ଏହି ସମୟରେ ଶିକ୍ଷା ମନ୍ତ୍ରଣାଳୟ ଏନସିଇଆରଟିକୁ ପ୍ରତିବର୍ଷ ପାଠ୍ୟ ପୁସ୍ତକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି । ଆବଶ୍ୟକତା…

ଆଉ ଏକ ନୂଆ ଫିଚରରେ ହ୍ୱାଟ୍ସଆପ!

ହ୍ୱାଟ୍ସଆପ ଗ୍ରୁପ ଏବଂ କମ୍ୟୁନିଟିଜ ପାଇଁ ମେଟା ଇଭେଣ୍ଟ ଫିଚରକୁ ଆଡ୍ କରାଯାଉଛି । ଏହି ଫିଚର୍ସ ସେହି ଲୋକଙ୍କୁ ସାହାଯ୍ୟ କରିବ, ଯିଏ ୱିକେଣ୍ଡରେ କିଛି ସ୍ପେଶାଲ ପ୍ରୋଗ୍ରାମ ପ୍ଲାନ କରୁଛନ୍ତି । ଅନେକ ଥର ଆପଣଙ୍କ ଗ୍ରୁପରେ ଏଭଳି କିଏ କିଏ ଥିବେ ଯେଉଁମାନେ ଶେଷ ମୁହୂର୍ତ୍ତରେ ଟ୍ରିପ…

ନୂଆ ଅନ୍ଦାଜରେ ନଜର ଆସିବ ବାହୁବଳୀ

ସାଉଥ ସିନେମାର ପପୁଲାର ଡାଇରେକ୍ଟର ଏସ.ଏସ ରାଜାମୌଲୀଙ୍କ ଏହି ଚଳଚ୍ଚିତ୍ର ସାରା ଦେଶରେ ଚହଳ ପକାଇଥିଲା । ପ୍ରଭାସ ଏବଂ ରାଣା ଦଗୁବତୀଙ୍କ ଏହି ସୁପରହିଟ ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛି । ତେବେ ସଫଳତାର ଶିଖର ଛୁଇଁବା ପରେ ବର୍ତ୍ତମାନ ଆଉ ଏକ ନୂଆ…

ଦ୍ବନ୍ଦ୍ବ ଦୂର କଲେ ରୋହିତ, ଅଗରକର

ଚଳିତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ପାଇ ନାହାନ୍ତି। ଯାହା କ୍ରିକେଟ୍ ବିଶେଷଜ୍ଞଙ୍କ ସହ ତାଙ୍କ ପ୍ରଶଂସକଙ୍କୁ ବିସ୍ମିତ କରିଛି। ଏପରିକି ବହୁ ପୂର୍ବତନ କ୍ରିକେଟର୍‌ ଅଗରକରଙ୍କ…

ଆଜି ରାୟଗଡା ଆସିବେନି ରାହୁଲ , ନାମାଙ୍କନ ଦାଖଲ ଯୋଗୁଁ ଓଡିଶା ଗସ୍ତ ବାତିଲ

ଆଜି ରାୟଗଡା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ଆଜି ରାୟବରେଲିରେ ନାମାଙ୍କନ ଭରିବେ ରାହୁଲ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ…

ବଦଳିଲେ ମିଶନଶକ୍ତି ସଚିବ

ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ତଥା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ଗୁରୁବାର ବଦଳି କରାଯାଇଛି। ଭାଜପା ଅଭିଯୋଗକ୍ରମେ ଭାରତର ନିର୍ବାଚନ କମିଶନ (ଇସିଆଇ) ଏହି ବଦଳି ନିର୍ଦ୍ଦେଶ ଦେଇଛନ୍ତି। ତେବେ ତାଙ୍କୁ କେଉଁଠିକୁ ବଦଳି କରାଯାଇଛି ସେ ସମ୍ପର୍କରେ କୌଣସି…

ଆଜି ରାୟଗଡାରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ , ରାହୁଲ ଗାନ୍ଧୀ କରିବେ ପ୍ରଚାର, ଉତ୍ସାହିତ ଦଳୀୟ ନେତା ଓ କର୍ମୀ

ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ଦକ୍ଷିଣ ଓଡିଶାରେ ଦମ୍ ଦେଖାଇବ କଂଗ୍ରେସ । ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ କରିବେ ପ୍ରଚାର । ରାହୁଲ ମଧ୍ୟାହ୍ନ ୧୨ଟାରେ ରାୟଗଡ଼ାରେ ପହଞ୍ଚିିବାର କାର୍ଯ୍ୟକ୍ରମ ରହିଛି । ରାୟଗଡ଼ା ଜିଆଇଏସିଆର କଲେଜ ନିକଟ…