‘କନ୍ଧମାଳକୁ ବିଜେଡି, କଂଗ୍ରେସ ଅଣଦେଖା କରିଛନ୍ତି’ –

କନ୍ଧମାଳ ସଙ୍କଳ୍ପ ସମାବେଶରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ‘କନ୍ଧମାଳକୁ ଓଡିଶାର କାଶ୍ମୀର କୁହାଯାଏ । ଏହା ରାଜ୍ୟ ପର୍ଯ୍ୟଟନର ଏକ ମୁଖ୍ୟ ଆଧାର । କିନ୍ତୁ ଏହାର ବିକାଶ ପାଇଁ ରାଜ୍ୟ ସରକାର ଉଦାସୀନ । ହେଲେ ବିଜେପି ଏହାକୁ…

ନବୀନ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ସ୍ୱପ୍ନ ଜାଣିନାହାଁନ୍ତି – ମୋଦୀ

ବଲାଙ୍ଗୀରରେ ବିଜେଡି ସରକାରକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ନବୀନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି…

ଆଜି କେଜ୍ରିୱାଲଙ୍କ ପ୍ରଥମ ନିର୍ବାଚନ ରୋଡ ସୋ’ , ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ କଲେ କଡ଼ା ସମାଲୋଚନା

ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ହନୁମାନ ଦର୍ଶନ କରିବା ପରେ ସିଧା ପାର୍ଟି ଅଫିସ ଯାଇଛନ୍ତି । ସେଠାରେ ଏକ ସଭା ଆୟୋଜନ କରିବା ପରେ ସେ ସିଧାସଳଖ ବିରୋଧୀଙ୍କୁ ଟାର୍ଗଟ କରିଛନ୍ତି । ସେ କହିଛନ୍ତି ଯେ ମୋଦି ତାନଶାହା ଶାସନ ଚଲାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ…

ଆଜିର ରାଶିଫଳ

‌ମେଷ: କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଧନଲାଭ ହେବା ଯୋଗୁଁ ଖର୍ଚ୍ଚ ଭରଣା କରିବା ସହଜ ହେବ। ଘରକୁ ନୂଆ ବନ୍ଧୁ ଆସିବେ। କଳାକାରଙ୍କୁ ଲାଭ ମିଳିବା ଯୋଗ ଅଛି। ‌ ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାରବାରରେ ଧନଲାଭ ହେବ। କୌଣସି ଲୋକଙ୍କ ସହିତ ନୂଆ…

ଶେୟାର ବଜାର କାରବାରରେ ହ୍ରାସ 

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ ୭(୭,୩୪,୫୧୩.୪୮କୋଟି) ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।ଉଲ୍ଲେଖଯୋଗ୍ୟ, ଷ୍ଟକ୍‌ ବଜାରର ସୂଚନା ଅନୁଯାୟୀ,…

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା ଗୁରୁତର ଆକାର ଧାରଣକଲେ ଜୀବନନାଶକ ସାଜିବା ଯଥେଷ୍ଟ ଆଶଙ୍କା ରହିଛି। ଆଜ୍‌ମା ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବା ଲାଗି ପ୍ରତିବର୍ଷ ମେ’ ୭ ତାରିଖକୁ ‘ବିଶ୍ୱ ଆଜ୍‌ମା ଦିବସ’ ଭାବରେ ପାଳନ…

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଆପଣମାନଙ୍କୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ। ଏଥିରେ ବିଶେଷକରି ଗ୍ରାମାଞ୍ଚଳର ଲୋକେ ଉପକୃତ ହେବେ ବୋଲି ବିଜେଡି ନେତା…

ଅଚଳ ହେବ ହ୍ୟାଣ୍ଡ୍‌ସେଟ୍‌

ହ୍ୟାଣ୍ଡ୍‌ସେଟ୍‌ ଓ ମୋବାଇଲ୍‌ ନମ୍ବରଗୁଡ଼ିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୮,୨୦୦ ହ୍ୟାଣ୍ଡ୍‌ସେଟ୍‌କୁ ଅଚଳ କରିବା ଏବଂ ସେହି ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକରେ ବ୍ୟବହାର ହୋଇଥିବା ୨୦ ଲକ୍ଷ ମୋବାଇଲ୍‌ ନମ୍ବରର ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍…

ବିଶ୍ବକପ୍‌ରେ କୋହଲି ଓପନିଂ କରନ୍ତୁ: ଗାଙ୍ଗୁଲି

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ପର୍ଯ୍ୟାୟ ଗସ୍ତ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। ବିଶ୍ବକପ୍‌ ଦଳରେ ଥିବା ଯେଉଁ ଖେଳାଳିମାନେ ଆଇପିଏଲ୍‌ ପ୍ଲେଅଫ୍‌କୁ ଯୋଗ୍ୟତା ଅର୍ଜନ ନକରିପାରିବେ, ସେମାନେ ତୁରନ୍ତ ଆମେରିକା ଗସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ କିଛି…

ବିଶ୍ବ ଭ୍ରମଣକାରୀ ପକ୍ଷୀ ଦିବସ

୧୯୯୯ ମହାବାତ୍ୟା ପରଠାରୁ ଭିନ୍ନ ଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ମଣିଷ ଦ୍ବାରା ପ୍ରକୃତିକ ସନ୍ତୁଳନକୁ ନଷ୍ଟ କରିବାର ପ୍ରୟାସ ଆଦି ଫଳରେ ଭ୍ରମଣକାରୀ ପକ୍ଷୀ ଓଡ଼ିଶା ମାଟିକୁ ଆଗପରି ଆସୁନଥିବା ଦେଖିବାକୁ ମିଳୁଛି। ହେଲେ ଏସବୁ ଭିତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପକ୍ଷୀ ସାରଣୀର…