ଆସିଲା ଆଉ ଏକ ଏଡିଆର ରିପୋର୍ଟ , ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ ପ୍ରାର୍ଥୀ କୋଟିପତି

ସାଧାରଣ ନିର୍ବାଚନ ଲଢୁଥିବା ମୋଟ ୧୨ ଶହ ୮୩ ଜଣ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ସେମାନଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି । ୨୯୨ ନାଁରେ ଗୁରୁତର ମାମଲା ରହିଛି । ଏଡିଆର ରିପୋର୍ଟ  ଅନୁସାରେ ୪୧୨ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ବିଧାୟକଙ୍କ…

ନାଁ ନନେଇ ବୈଜୟନ୍ତଙ୍କ ଉପରେ ବର୍ଷିଲେ ନବୀନ

କେନ୍ଦ୍ରାପଡା ବାରୁଅରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଜନସଭାକୁ ସମ୍ବୋଧିତ କରି ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିଛନ୍ତି ନବୀନ । ଏହାସହ ଜୁଲାଇରୁ ବିଜୁଳି ବିଲ ଆସିବନି ବୋଲି କହିଛନ୍ତି ନବୀନ । ବିଜେଡି ସରକାର ବିଜୁଳି ମାଗଣା ଦେବେ ।ଏହାସହ ବିରୋଧୀ ଦଳକୁ ଟାର୍ଗେଟ…

ଆଉ ସପ୍ତାହେ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ବ ବିଷୟରେ ଉଲ୍ଲେଖ କରି କେଜ୍ରିୱାଲ ୭ କିଲୋଗ୍ରାମ ଓଜନ ହ୍ରାସ ହେବା…

ରକ୍ତଚାପ କ’ଣ ?

 ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ବ୍ଲଡପ୍ରେସର’, ସଂକ୍ଷେପରେ ବି.ପି.। ହୃତ୍‌ପିଣ୍ଡ ସଙ୍କୁଚିତ ହେଲେ ତା’ ଭିତର ରକ୍ତ ଧମନୀ ଭିତରକୁ ପିଚ୍‌କି ଯାଏ। ହୃତ୍‌ପିଣ୍ଡ ସଙ୍କୁଚିତ ହୋଇ ରକ୍ତ…

ଧନୀଙ୍କୁ ଟିକସ ଲଗାଇ ସମାନତା ଆଣିହେବନି

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଟିକସ ଜରିଆରେ ସମାନତା ଆଣିବା ଲାଗି ଏକମାତ୍ର ଉପାୟ ହେଉଛି କମ୍ୟୁନିଷ୍ଟ ବିପ୍ଳବ। ଏଥିରେ କିନ୍ତୁ ଦାରିଦ୍ର୍ୟ ଦୂର ହେବ ନାହିଁ। କେବଳ ହିଂସା ହେବ। ‌କୌଣସି ସ୍ଥାୟୀ ସମାଧାନ ମିଳିବନି ବୋଲି ସେ କହିଛନ୍ତି।ସାରା…

କଳାକାରରୁ ରେସ୍ତୋରାଁ ମାଲିକାଣୀ

ବଲିଉଡ୍‌ ସେଲିବ୍ରିଟିମାନେ ଅଭିନୟ ସହ ବିଭିନ୍ନ ବ୍ୟବସାୟରେ ମଧ୍ୟ ଅର୍ଥ ବିନିଯୋଗ କରିଛନ୍ତି। କେତେକ ଖାଦ୍ୟ ପ୍ରତି ଭଲପାଇବା ହେତୁ ହେଉ କିଂବା ଅନ୍ୟ କାରଣରୁ ଦେଶ ବିଦେଶରେ ରେସ୍ତୋରାଁ ଖୋଲିଛନ୍ତି। କଳାକାରରୁ ରେସ୍ତୋରାଁ ମାଲିକ ବନିଥିବା ଅଭିନେତ୍ରୀଙ୍କ ତାଲିକା ବି ଛୋଟ ନୁହେଁ।…

ଗୁଗୁଲ ପେ’ରେ ମିଳୁଛି ୫ ଲକ୍ଷ ଲୋନ୍‌ ! 

ଭାରତରେ ଡିଜିଟାଲ୍‌ ପେମେଣ୍ଟ୍‌ ସାରା ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି ହୋଇଛି । ଅନେକ ଗୁଡ଼ିଏ ଆପ୍‌ ଜରିଆରେ ଅତି ସହଜରେ ଗୋଟିଏ କ୍ଲିକ୍‌ରେ ବଡ଼ ବଡ଼ ପେମେଣ୍ଟ୍‌ କରି ପାରୁଛନ୍ତି ଲୋକେ । ଡିଜିଟାଲ୍‌ ପେମେଣ୍ଟ୍‌ ଯୋଗୁଁ ଲୋକଙ୍କୁ ଆଉ ସବୁବେଳେ ପାଖରେ ଟଙ୍କା ରଖିବାକୁ ପଡ଼ୁନାହିଁ ।ତେବେ…

ଭାରତୀୟ ରେଳର ବଡ଼ ନିଯୁକ୍ତି ସୁଯୋଗ

ସମସ୍ତ ଯୁବପିଢୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି ଭାରତୀୟ ରେଳ । ୧ ହଜାରରୁ ଅଧିକ ପଦରେ ନିଯୁକ୍ତି ସୁଯୋଗ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ… ଭାରତୀୟ ରେଳର ଏହି ଭ୍ୟାକେନ୍ସି ବିଭିନ୍ନ ଟ୍ରେଡ୍ସ ପାଇଁ ବୋଲି ଜାଣିବାକୁ ମିଳିଛି । ଏହାଦ୍ୱାରା ମୋଟ ୧୦୧୦…

ନିମାପଡ଼ା ଆସିବେ ଶାହା

 ଆସନ୍ତା ୨୮ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିମାପଡ଼ା ଗସ୍ତରେ ଆସୁଛନ୍ତି। ଭାଜପା ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସାଧାରଣ ସଭାରେ ମନ୍ତ୍ରୀ ଶାହା ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଭାଜପା ନେତୃବୃନ୍ଦମାନଙ୍କ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ…

ତୃତୀୟ ଥର ମିଳିଲା IPL ଟ୍ରଫି

ଆଇପିଏଲ-୨୦୨୪ରେ ତୃତୀୟ ଥର ଆଇପିଏଲ ଟ୍ରପି ହାତେଇଛି କୋଲକାତା ନାଇଟ ରାଇଡର୍ସ । ଫାଇନାଲ ଲଢେଇରେ ସନରାଇଜର୍ସ ହାଇଦ୍ରାବାଦକୁ ଚକମା ଦେଇ ବିଜୟ ମୁକୁଟ ପିନ୍ଧିଛି ଶ୍ରେୟସ ସେନା । ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂ ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ କୋଲକାତା ହାଇଦ୍ରାବାଦକୁ…