ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ' ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା। ଆଜିର ଏହି…

ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ପୋଲିସର ଆକ୍ସନ , ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କଲା ପୋଲିସ

ପୁରୀରେ ଏନକାଉଣ୍ଟର। ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ପୋଲିସର ଆକ୍ସନ । ହତ୍ୟାକାରୀକୁ ଏନକାଉଣ୍ଟର କଲା ପୋଲିସ। ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର ହୋଇଛି । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଆହତକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି…

ଆଜିର ରାଶିଫଳ

ମେଷ: ଆଜି ଏକ ସାଧାରଣ ଦିନ ହେବ । କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଯାନବାହାନ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଇପାରେ । ଆପଣ ବୈବାହିକ ଜୀବନର ଆନନ୍ଦ ଅନୁଭବ କରିବେ । ପରିବାରର ଜଣେ ବୃଦ୍ଧ ସଦସ୍ୟଙ୍କଠାରୁ ଟଙ୍କା ପାଇବାର ସମ୍ଭାବନା ଅଛି । ଆପଣ ଯାତ୍ରାରେ ଯାଇପାରନ୍ତି । ଯୋଗ ଏବଂ…

କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଥିଲା ମୌସୁମୀ ବାୟୁ, ୧୧ ଦିନରେ ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଛି…

ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ଜୁନ ୧୨ରେ ରାଜ୍ୟକୁ ମୌସୁମୀର ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥର କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଥିଲା ମୌସୁମୀ ବାୟୁ । ଉତ୍ତର ଭାଗରୁ ରାଜ୍ୟକୁ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୧୧ ଦିନରେ…

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଶ୍ରମିକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ବଦଳରେ ମିଳିବ ୧୦ଲକ୍ଷ ଟଙ୍କାର ସହାୟତା ରାଶି

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି । ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ । ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି…

ପୁଣି ଥରେ ବଡ଼ ବ୍ୟାଟେରୀ ସହିତ ଏକ ଫୋନ୍ ଲଞ୍ଚ କରିଛି Honor,ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ

ପୁଣି ଥରେ ବଡ଼ ବ୍ୟାଟେରୀ ସହିତ ଏକ ଫୋନ୍ ଲଞ୍ଚ କରିଛି Honor ।ଏହି ଚୀନ୍ କମ୍ପାନୀର ଫୋନ୍ ଏକ ପାୱାରପୁଲ୍ ୧୧,୦୦୦mAh ବ୍ୟାଟେରୀ ସହିତ ଆସିଛି । କମ୍ପାନୀ ପୂର୍ବରୁ ଫୋନ୍ ଲଞ୍ଚ ହେବାର ସୂଚନା ଦେଇଥିଲା । ଏହା ସହିତ, ଏହି ଫୋନରେ ୧୦,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସହିତ ବିଶ୍ୱର…

ଫିଫା ବିଶ୍ବକପ୍‌ :୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ମ୍ୟାଚ ଜିତିଛି ଇଜିପ୍‌ଟ

ଜିପ୍‌ଟର ସୁପର୍‌ ଷ୍ଟାର ମହମ୍ମଦ୍‌‌ ସାଲାହ୍‌ ଚଳିତ ବିଶ୍ବକପ୍‌ରେ ପ୍ରଥମ ଗୋଲ୍‌ ସ୍କୋର୍‌ କରିଛନ୍ତି। ଫଳତଃ ଚଳିତ ଫିଫା ବିଶ୍ବକପ୍‌ରେ ଇଜିପ୍‌ଟ ପ୍ରଥମ ମ୍ୟାଚ୍‌ ଜିତିପାରିଛି। ସୋମବାର ସକାଳେ ଖେଳା ଯାଇଥିବା ଗ୍ରୁପ୍‌‌ ‘ଜି’ର ଏକ ମ୍ୟାଚ୍‌ରେ ଇଜିପ୍‌ଟ ୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ…

ଲକ୍ଷ୍ନୌ ଅଲିଗଞ୍ଜରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣା: ନିଜେ ବିଲିଡିଂ ଭାଙ୍ଗ ନଚେତ ଏହାକୁ ଭାଙ୍ଗିବ ବିକାଶ…

ଲକ୍ଷ୍ନୌ ଅଲିଗଞ୍ଜରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିବା ଯୋଗୁଁ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ପାଇଁ ଏକ ଦୁଇ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛନ୍ତି । ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଅଲ୍ଲୀଗଂଜ ବିଲିଡିଂକୁ ଭାଙ୍ଗିବା…

ସରିଲା NEET-UG ୨୦୨୬ ପୁନଃ ପରୀକ୍ଷା, ଆଜି ଠୁ ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି ଟେଲିଗ୍ରାମ୍ ସେବା

ଭାରତର କୋଟି କୋଟି ଟେଲିଗ୍ରାମ୍ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ୍ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ଆଜି ଠାରୁ ବ୍ୟବହାରକାରୀମାନେ କୌଣସି VPN ବିନା ଆପ୍ କୁ ସହଜରେ ବ୍ୟବହାର କରିପାରୁଛନ୍ତି। NEET-UG ୨୦୨୬ ପୁନଃ ପରୀକ୍ଷା ପୂର୍ବରୁ…

ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର-ଓଡିଶା ହାଇକୋର୍ଟ

ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର । ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଜଣେ ଝିଅ ବିବାହ କରି ସାରି ଥିବାରୁ ତାକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ଓଡିଶା ହାଇକୋର୍ଟଙ୍କ ମାନ୍ୟବର ବିଚାରପତି…