ସୁପର-ଏଇଟ୍ ମୁକାବିଲାରେ ୫୦ ରନରେ ବାଂଲାଦେଶକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ
ସୁପର-ଏଇଟ୍ ମୁକାବିଲାରେ ୫୦ ରନରେ ବାଂଲାଦେଶକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ସେମିଫାଇନାଲକୁ ଯିବା ଭାରତ ପାଇଁ ସହଜ ହୋଇଛି । ଆଣ୍ଟିଗୁଆରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୫…