ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ବିଶ୍ବରେ ସର୍ବାଧିକ ସ୍କୋରର୍ ହେଲେ ରୋହିତ ଶର୍ମା

ଚଳିତ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍‌​‌ର ସୁପର ଏଇଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍‌ ସ୍କୋର୍‌ କରିଥିଲେ। ଓପ୍‌ନର ରୋହିତ ୪୧ ବଲ୍‌ରୁ ୮ଟି ଛକା ଓ ୭ଟି ଚୌକା ସହ ୯୨ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ…

ଯୁକ୍ତ ୩: ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ

ଯୁକ୍ତ ୩ କଲେଜରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା ପ୍ରକାଶ ପାଇଛି । ନାମଲେଖା ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟର କଟ୍ ଅଫ୍ ମାର୍କ ରେକର୍ଡ ସୃଷ୍ଟି କରିଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଶୀର୍ଷରେ ରହିଥିବା…

ବଦଳିବ ଟ୍ବିନ୍ ସିଟି

ଆଗକୁ ସହରାଞ୍ଚଳ ସମ୍ପ୍ରସାରଣକୁ ନଜରରେ ରଖି କଟକ-ଭୁବନେଶ୍ବର-ପୁରୀକୁ ଟ୍ରିପଲ୍ ସିଟି ଗଠନ କରାଯାଉ। ମେଟ୍ରୋ ସମେତ ସାଧାରଣ ପରିବହନ ବ୍ୟବସ୍ଥାକୁ ସେହି ଢାଞ୍ଚାରେ ନିର୍ମାଣ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଭାଗୀୟ ଅଧିକାରୀଙ୍କୁ…

ଫାଇନାଲରେ ଭାରତ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତର ମୁକାବିଲା ଇଂଲଣ୍ଡ ସହିତ ହେବ। ଏହି ମ୍ୟାଚ୍‌ ଗାଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ଗୁରୁବାର ରାତି ୮ଟାରେ ଖେଳାଯିବ। କିନ୍ତୁ ମ୍ୟାଚ୍‌ ଦିନ ଏଠାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।…

ଜେଲ୍‌ରୁ ଏବେ ମୁକୁଳିବାର ନାହିଁ କେଜ୍ରିୱାଲ

ଦିଲ୍ଲୀ ମଦ ଦୁର୍ନୀତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ରାଉଜ ଆଭେନ୍ୟୁ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିବା ଦିଲ୍ଲୀ ହାଇକୋର୍ଟ ଆଜି ଏହି ରହିତାଦେଶକୁ କାଏମ ରଖିଛନ୍ତି। ଫଳରେ କେଜ୍ରିୱାଲ ଜେଲ୍‌ରୁ ଏବେ ମୁକୁଳି ପାରିବେନି।…

ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ

ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରହିବ। ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ଏହିଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଉଭୟ ଅଣସର ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ଶୃଙ୍ଖଳା ପାଇଁ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି।…

କୂଟନୈତିକ ଚୁକ୍ତିକୁ ଅଣଦେଖା କରୁଛି ଆମେରିକା

ଆଜି ଚୀନ୍‌ରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ଚୀନ୍‌ର ସି ଜିନ୍‌ପିଙ୍ଗ୍‌ ସରକାରକୁ ସମାଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ବୁଝାମଣାକୁ ଚୀନ୍‌ ଅଣଦେଖା କରୁଥିବା ଓ କୌଣସି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି। ନଭେମ୍ବର ୨୦୨୩ରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌…

ପ୍ରବଳ ଛେଚିବ

ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ। କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ହେବାକୁ ଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ,…

କେରଳର ନାଁ ବଦଳିବ

ରାଜ୍ୟ କେରଳର ନାମ ‘କେରଳମ୍’କୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଏ ସମ୍ପର୍କିତ ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଯାଇଛି। ସୂଚନାଯୋଗ୍ୟ ୨୦୨୩ ଅଗଷ୍ଟ ୯ରେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦିତ ହୋଇସାରିଥିଲା। ତେବେ ସଂଶୋଧିତ ପ୍ରସ୍ତାବ ଦାଖଲ କରିବାକୁ…

ଆଜିଠୁ ଡାଏଟରେ କରନ୍ତୁ ସାମିଲ

ଖରାପ ଜୀବନଶୈଳୀ, ଖାଦ୍ୟପେୟ , ଘଣ୍ଟା ଘଣ୍ଟା ଧରି ଚୌକିରେ ବସିବା ଦ୍ୱାରା ପେଟରେ ଚର୍ବି ଜମିଯାଏ। ଲୋକ ବେଲି ଫ୍ୟାଟ କମାଇବା ପାଇଁ ଡାଏଟିଂ ଠାରୁ ଆରମ୍ଭ କରି ଜିମ୍ ମଧ୍ୟ ଯାଇଥାନ୍ତି। କିନ୍ତୁ ନିଜର ଦୈନିକ ଆହାରରେ କିଛି ପନିପରିବାକୁ ଗ୍ରହଣ କରି ଆପଣ ନିଜର ବେଲି ଫ୍ୟାଟକୁ କମ…