ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ଆରମ୍ଭ

ଫଗୁ ଦଶମୀ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ । ଫଗୁ ଦଶମୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର…

ଫେବୃଆରୀ ୨୭ରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପୋର୍ଟାଲରେ ଆବେଦନ କରିବେ ଛାତ୍ରଛାତ୍ରୀ

ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଵିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଏନେଇ ନୂଟିସ ଜାରି କରିଛି। ଏବର୍ଷ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି ବିଭାଗ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ…

ଆସନ୍ତା ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହିତ ପରିଚାଳନା କମିଟି ସଦସ୍ୟମାନେ ଭାଗ ନେବେ।ତେବେ ରତ୍ନଭଣ୍ଡାର ରତ୍ନ…

୨୦ ପ୍ରତିଶତ ଇଥାନଲ ମିଶ୍ରଣ ଏବଂ ୯୫ RON ପେଟ୍ରୋଲ ବିକ୍ରୟ କରିବା ବାଧ୍ୟତାମୂଳକ

କେନ୍ଦ୍ର ସରକାର ଇନ୍ଧନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧ ଏପ୍ରିଲ, ୨୦୨୬ ଠାରୁ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଏବଂ ସର୍ବନିମ୍ନ ରିସର୍ଚ ଅକ୍ଟାନ ନମ୍ବର (RON) ୯୫ ସହିତ ପେଟ୍ରୋଲ ବିକ୍ରୟ କରିବା ବାଧ୍ୟତାମୂଳକ ହେବ। ତେଲ ଆମଦାନୀ ଏବଂ…

ବ୍ରାଜିଲରେ ବନ୍ୟା ବିଭୀଷିକା, ପ୍ରାଣ ହରାଇଲେଣି ୩୦ରୁ ଅଧିକ ବ୍ୟକ୍ତି

ବ୍ରାଜିଲରେ ବନ୍ୟା ବିଭୀଷିକା । ପ୍ରାଣ ହରାଇଲେଣି ୩୦ରୁ ଅଧିକ ବ୍ୟକ୍ତି । ଜଳମଗ୍ନ ହୋଇ ରହିଛି ଅନେକ ଜାଗା । ବ୍ରାଜିଲର ଦକ୍ଷିଣ ପୂର୍ବ ରାଜ୍ୟ ମିନାସ ଗେରେସରେ ସୋମବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଏବଂ ଭୂସ୍ଖଳନ କାରଣରୁ ଅତି କମରେ ୩୦ ଜଣ ପ୍ରାଣ ହରାଇଛନ୍ତି ।…

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା

ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରଶଂସକମାନେ କେବଳ ରିଲ୍ ଲାଇଫ୍ରେ ସେମାନଙ୍କୁ ଏକାଠି ଦେଖି ଖୁସି ଥିଲେ, କିନ୍ତୁ ଶେଷରେ, ଏହି ପ୍ରଶଂସକ-ପ୍ରିୟ ଯୋଡି ଏବେ ରିଅଲ ଲାଇଫରେ ଏକାଠି ହୋଇଛନ୍ତି। ସେମାନେ ଉଦୟପୁରରେ ସକାଳ ୧୦;୧୦ରେ…

ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେକର୍ଡ ,ଅତିକ୍ରମ କଲେ ୧୦୦ ମିଲିୟନ ଫଲୋଅର୍ସ, ପଛରେ ପଡ଼ିଲେ…

ଇନଷ୍ଟାଗ୍ରାମରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେକର୍ଡ । ପ୍ରଥମ ବିଶ୍ୱନେତା ଭାବେ ରଚିଲେ ଇତିହାସ । ଅତିକ୍ରମ କଲେ ୧୦୦ ମିଲିୟନ ଫଲୋଅର୍ସ । ଏହାସହ ସେ ବିଶ୍ୱର ଅନ୍ୟ ଟପ୍ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ ପ୍ରତିଷ୍ଠା…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି​​​​​​​ ,ମାର୍ଚ୍ଚ ୧୬ ତାରିଖରେ ହେବ ନିର୍ବାଚନ

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ,…

୨୩ ଜିଲାରେ ଝଡ଼ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ୧.୫ କିଲୋମିଟର ପର୍ଯ୍ୟନ୍ତ ଉପରକୁ ବିସ୍ତାରିତ ହୋଇ ରହିଛି। ଏହା ପୂର୍ବଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବୁଧବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ୨୩ ଜିଲାରେ…

କେଶ ଲମ୍ବା କରିବା ପାଇଁ କଳାଜିରା ଏବଂ ପିଆଜ ରସ ଉପକାରୀ

ଯଦି କେଶ ଝଡ଼ିବା ଏବଂ ଫାଟିବା ଯୋଗୁ ଆପଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନିୟମିତ ଭାବରେ କେଶରେ ତେଲ ଲଗାଇ ମାଲିସ କରନ୍ତୁ । ଏହା ସହ କେଶକୁ ଲମ୍ବ କରିବାକୁ, ସାଧାରଣ ତେଲ ଲଗାଇବା ପରିବର୍ତ୍ତେ, ଏଥିରେ କିଛି ଜିନିଷ ମିଶାନ୍ତୁ । କେଶ ଲମ୍ବା କରିବା ପାଇଁ କଳାଜିରା ଏବଂ ପିଆଜ ରସ…