ଚଳିତ ମାସରେ ଏହି ରାଶି ହେବେ ମାଲାମାଲ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହ ମେ’୧୪ରେ ମିଥୁନ ରାଶିରେ ପ୍ରବେଶ କରିବେ । ଏହାପରେ ୧୮ ଅକ୍ଟୋବରରେ କର୍କଟ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଶନି ଓଲଟା ଚଳନ ମଧ୍ୟ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ । ଏହି ରାଶି ହଠାତ୍ ଧନୀ ହେବେ । ଜାଣନ୍ତୁ..
ମିଥୁନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ । ଭୂମି, ଯାନ କିଣିବାର ଯୋଗ ରହିଛି । ପରିବାରରେ ଥିବା ସମସ୍ୟା ଦୂର ହେବ ।
ବୃଷ- ସମୟ ଅନକୂଳ ରହିଛି । ହଠାତ୍ ଧନ ଲାଭ ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ ।
ମୀନ- ସୁଖସମୃଦ୍ଧି ବୃଦ୍ଧି ହେବ । ନୂଆ ଭୂମି, ଗାଡି କିଣିବାର ଯୋଗ ରହିଛି । ଜୀବନରେ ଥିବା ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ତୁଳା- ବ୍ୟବସାୟରେ ବଡ ଲାଭ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ହସଖୁସିରେ ସମୟ ଅତିବାହିତ କରିବେ ।