ମେ’ ମାସରେ କେତୁ ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ ପ୍ରବେଶ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାନ୍ତି। କିଛି ଗ୍ରହ ଧିମା ଗତିରେ କିଛି ଶୀଘ୍ର ଚଳନ କରି ଥାନ୍ତି। ଛାୟା ଗ୍ରହ କୁହାଯାଉଥିବା କେତୁ ୧୮ ମାସକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ମେ’ ମାସରେ କେତୁ ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ ପ୍ରବେଶ କରିବେ । କେତୁଙ୍କ ଏହି ଚଳନ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ । ହଠାତ୍‌ ଧନ ବୃଦ୍ଧି ସହ ସମସ୍ତ ଇଚ୍ଛା ପୂରଣ ହେବ । ଜାଣନ୍ତୁ..

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କର ଧନ ବୃଦ୍ଧି ହେବ । ଦରମା ବୃଦ୍ଧି ହେବ । ପଦନ୍ନୋତିର ଯୋଗ ରହିଛି । ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ବ୍ୟବସାୟରେ ଉନ୍ନତି ହେବ । ଅଟକି ଥିବା ଧନ ମିଳିବ ।

ତୁଳା- ସମୟ ଅନୁକୂଳ ରହିଛି । ଆମଦାନୀରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ସଞ୍ଚୟ କରିବେ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ଦାୟିତ୍ୱ ମିଳିବ ।

ବୃଷ- କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେ । ବାପା-ମାଆଙ୍କ ଆଶୀର୍ବାଦ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ନୂଆ ଘର, ଗାଡି କିଣିବାର ଯୋଗ ରହିଛି ।

Leave a comment