ନୋବେଲ ବିଜେତା ସୁକିଙ୍କୁ ଜେଲ
ମେଟ୍ରୋ ଟିଭି ଓଡିଶା,୧୦/୧: ନୋବେଲ ପୁରସ୍କାର ବିଜେତା ସୁକିଙ୍କୁ ୪ ବର୍ଷ ଜେଲ । ମିଆଁମାର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଓ୍ଵାକି ଟକି ମାଲିକାନା ପାଇଁ ମିଆଁମାରର ସୁ କିଙ୍କୁ ତିନିଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଓ୍ଵାକି ଟକିର ବେଆଇନ ଭାବେ ଆମଦାନୀ ତଥା ମାଲିକାନା କରିବା ଏବଂ କରୋନା ଭାଇରସ ନିୟମ ଭାଙ୍ଗିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।