କମିଲା ଖାଇବା ତେଲ

ମେଟ୍ରୋ ଟିଭି ଓଡିଶା (୨୦.୬.୨୦୨୨)

ଗତକିଛି ମାସ ଧରି ଖାଇବା ତେଲର ଦର ସାଧାରଣ ନାଗରିକଙ୍କ ଚିନ୍ତାର କାରଣ ପାଲଟିଥିଲା। ଏବେ ତେଲର ଦରରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ନିକଟରେ ଆଦାମନୀ-ୱିଲମାର୍ ଖାଇବା ତେଲର ଦର ୧୦ ଟଙ୍କା ପ୍ରତି ଲିଟର ହ୍ରାସ କରିଛନ୍ତି।

ଆଦାନୀ ଫର୍ଚ୍ଚ୍ୟୁନ୍ ରିଫାଇନ୍ ମୂଲ୍ୟ ହ୍ରାସ ପାଇ ଲିଟର ପିଛା ୨୨୦ରୁ ୨୧୦ ହୋଇଯାଇଛି। ସେହିପରି ସୋରିସ ତେଲର ମୂଲ୍ୟ ୨୦୫ରୁ ହ୍ରାସ ପାଇ ୧୯୫ ଟଙ୍କା ହୋଇଯାଇଛି।