ଶଙ୍ଖ ଭବନରେ ସୁଜାତା କାର୍ତ୍ତିକେୟନ । ସ୍ବାଗତ କରୁଛନ୍ତି ବିଜେଡ଼ି ନେତ୍ରୀ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି ବିଧାୟକ, ସାଂସଦ ଓ ନେତା । ବିଜେଡିରେ ନୂଆ ଅଧ୍ୟାୟ । ଶଙ୍ଖ ଧରିପାରନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ।ଶଙ୍ଖଭବନରେ ଆୟୋଜିତ ହେବାକୁ ଥିବା ସ୍ୱାଗତ ସମାରୋହରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ ସୁଜାତା । ସୁଜାତାଙ୍କ ଯୋଗଦାନକୁ ନେଇ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ବିଧାୟକ, ବରିଷ୍ଠ ନେତା, ଜନପ୍ରତିନିଧି ଓ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
Trending
- ବିଧିବଦ୍ଧ ଭାବେ ଶଙ୍ଖ ରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ,ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ହେଲେ ସାମିଲ
- ବିଜେଡିରେ ନୂଆ ଅଧ୍ୟାୟ, ଶଙ୍ଖ ଧରିପାରନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ
- ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହେବ
- ଆଉ ମାତ୍ର ୨୨ ଦିନର ଅପେକ୍ଷା ,ପୁରୀରେ ପହଞ୍ଚିଲା ରଥ ଦଉଡ଼ି
- ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ପୋଲିସର ଆକ୍ସନ , ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କଲା ପୋଲିସ
- ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଶ୍ରମିକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ବଦଳରେ ମିଳିବ ୧୦ଲକ୍ଷ ଟଙ୍କାର ସହାୟତା ରାଶି
- ଲକ୍ଷ୍ନୌ ଅଲିଗଞ୍ଜରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣା: ନିଜେ ବିଲିଡିଂ ଭାଙ୍ଗ ନଚେତ ଏହାକୁ ଭାଙ୍ଗିବ ବିକାଶ ପ୍ରାଧିକରଣ
- ସରିଲା NEET-UG ୨୦୨୬ ପୁନଃ ପରୀକ୍ଷା, ଆଜି ଠୁ ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି ଟେଲିଗ୍ରାମ୍ ସେବା
- ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର-ଓଡିଶା ହାଇକୋର୍ଟ