ଜୁନ୍ ୧ରୁ ଦ୍ବାଦଶ ପୁନଃମୂଲ୍ୟାୟନ ଛାତ୍ରଛାତ୍ରୀ ଆବେଦନ କରିପାରିବେ : ସିବିଏସଇ
ଦ୍ବାଦଶ ପୁନଃମୂଲ୍ୟାୟନରେ ସ୍ବଚ୍ଛତା ଆଣିବା ପାଇଁ ସିବିଏସଇ ଏକ ବଡ଼ ପଦକ୍ଷେପ ନେଇଛି। ଆସନ୍ତା ଜୁନ୍ ୧ ତାରିଖରୁ ପୋର୍ଟାଲ ଖୋଲିବାକୁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ପୋର୍ଟାଲ ମାଧ୍ୟମରେ ପୁନଃ ମୂଲ୍ୟାୟନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ସିବିଏସଇ ସ୍ପଷ୍ଟ କରିଛି।