ମନ୍ କି ବାତ୍ରେ ଓଡ଼ିଆଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମନ୍ କି ବାତ୍ରେ ଓଡ଼ିଆଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରାପଡ଼ାର ଯୁବକ ଓମ୍ ପ୍ରକାଶ ରଥ ଓ ସମ୍ବଲପୁରର ମହିଳା ଉଦ୍ୟୋଗୀ ସୁଜାତା ଭୂୟାଁଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ ସେମାନଙ୍କ କଥା ଉଠାଇବା ଖୁସି ସହ ନୂଆ ପ୍ରେରଣା ଯୋଗାଇଛି ବୋଲି ଉଭୟ କହିଛନ୍ତି ।