ଭୋଟ ଗଣତି ନସରୁଣୁ ଟ୍ରେଣ୍ଡକୁ ଦେଖି ବିଜେପି ଅଫିସରେ ଖୁସିର ମାହୋଲ

ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାଣମ୍ଭିକ ଟ୍ରେଣ୍ଡରେ ଏନଡିଏ ବର୍ତ୍ତମାନ ସୁଦ୍ଧା ୧୭୫ ସିଟରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୬୪ ଓ ଅନ୍ୟ ଦଳ ଗୁଡିକ ୦୪ଟି ସିଟରେ ଆଗୁଆ ରହିଛନ୍ତି ।

ଏନଡିଏ- ୧୭୫
ମହାମେଣ୍ଟ- ୬୪
ଅନ୍ୟାନ୍ୟ- ୦୪

ଭୋଟ ଗଣତି ନସରୁଣୁ ଟ୍ରେଣ୍ଡକୁ ଦେଖି ବିଜେପି ଅଫିସରେ ଖୁସିର ମାହୋଲ । ଦିଲ୍ଲୀରୁ ବିହାର, -ପାଟନାରୁ ଓଡ଼ିଶା ସବୁଠି ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଇଁ ପ୍ରସ୍ତୁତି । ପୁରୀ, ପିଠାଠାରୁ ଆରମ୍ଭ କରି ଗରମାଗରମ ଜିଲାପି, ରସଗୋଲା, ଗୁଲାବଜାମୁନ୍ ସବୁର ପସରା ସଜା ହୋଇ ରହିଲାଣି ।

Leave a comment