ଆଜିର ରାଶିଫଳ

ମେଷ: ବଡ଼ ଭାଇଙ୍କ ସହିତ ବସି ଜମି ସମ୍ବନ୍ଧୀୟ କଥା ହେବେ। ଅର୍ଥ ସଂପର୍କିତ ଯୋଜନା କରିବେ। କୌଣସି ପ୍ରକାର ଲାଗି ରହିଥିବା କାନୁନ ସମସ୍ୟାର ସମାଧାନ ପାଇପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

Leave a comment