ଆଜିର ରାଶିଫଳ

ମେଷ: ରବି, ସୋମ ଓ ମଙ୍ଗଳବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ବୁଧ ଓ ଗୁରୁବାର ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।

ବୃଷ: ରବି, ସୋମ ଓ ମଙ୍ଗଳବାର ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ। ବୁଧ ଓ ଗୁରୁବାର ଆର୍ଥିକ ମାମଲା ପାଇଁ କୌଣସି ଯୋଜନା କରିବେ। ଶୁକ୍ର ଓ ଶନିବାର ସବୁ କାମ ମନମୁତାବକ ପୂରାହେବ।

ମିଥୁନ: ରବି, ସୋମ ଓ ମଙ୍ଗଳବାର ପରିବାରରେ ଆପଣଙ୍କର ମାନସମ୍ମାନ ବଢ଼ିବ। ବୁଧ ଓ ଗୁରୁବାର ବ୍ୟବସାୟରେ ସୁନାମ ଓ ପ୍ରସିଦ୍ଧି ଅର୍ଜନ କରିବେ। ଶୁକ୍ର ଓ ଶନିବାର ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

କର୍କଟ: ରବି, ସୋମ ଓ ମଙ୍ଗଳବାର ପ୍ରେମିକପ୍ରେମିକା ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ବୁଧ ଓ ଗୁରୁବାର ପୂର୍ବରୁ କରିଥିବା ନିବେଶରୁ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ମତଭେଦ ହୋଇପାରେ।

ସିଂହ: ରବି, ସୋମ ଓ ମଙ୍ଗଳବାର ଭାବନା ଓ ବ୍ୟବହାରରେ ଭାରସାମ୍ୟ ରଖନ୍ତୁ। ବୁଧ ଓ ଗୁରୁବାର ଅଫିସ୍‌ରେ ବାକିଥିବା କାମ ପୂରା କରିବେ। ଶୁକ୍ର ଓ ଶନିବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

କନ୍ୟା: ରବି, ସୋମ ଓ ମଙ୍ଗଳବାର ଧନ ଅର୍ଜନ କରିବା ପାଇଁ କୌଣସି ମଉକା ପାଇବେ। ବୁଧ ଓ ଗୁରୁବାର ପ୍ରେମୀଯୁଗଳ ନିଜର ବିବାଦ ନିଜେ ସମାଧାନ କରନ୍ତୁ। ଶୁକ୍ର ଓ ଶନିବାର ପରିବାରରେ ସୁଖଶାନ୍ତି ବଜାୟ ରହିବ।

ତୁଳା: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ ଭିତରେ ଧାର୍ମିକ ପ୍ରବୃତ୍ତିର ବିକାଶ ହେବ। ବୁଧ ଓ ଗୁରୁବାର ଆପଣଙ୍କ ଜୀବନ ବା ଚାକିରିରେ ଭଲ ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ବିଛା: ରବି, ସୋମ ଓ ମଙ୍ଗଳବାର ବନ୍ଧୁ ସାହାଯ୍ୟରେ ଯୋଜନା ସଫଳ ହେବ। ବୁଧ ଓ ଗୁରୁବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ। ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।

ଧନୁ: ରବି, ସୋମ ଓ ମଙ୍ଗଳବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ। ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର ଜୀବନରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ।

ମକର: ରବି, ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୁଧ ଓ ଗୁରୁବାର ଅଫିସ୍‌ରେ କାମର ବୋଝ ଅଧିକ ହୋଇପାରେ। ଶୁକ୍ର ଓ ଶନିବାର ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସରୁ ନିବୃତ୍ତ ରହନ୍ତୁ। ଶୁକ୍ର ଓ ଶନିବାର ଆମଦାନି ବୃଦ୍ଧି ଲାଗି ମନରେ ନୂଆ ଯୋଜନା ଆସିବ।

ମୀନ: ରବି, ସୋମ ଓ ମଙ୍ଗଳବାର କାରବାରରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର ପାରିବାରିକ ଜୀବନ ସୁଖଦ ରହିବ। ଶୁକ୍ର ଓ ଶନିବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିବେ।

Leave a comment