ହୀରାକୁଦରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳେ ୪ଟି ଗେଟ୍ ଖୋଲା କରାଯାଇଛି। ଉପରମୁଣ୍ଡରେ ଜଳପ୍ରବାହ ବଢ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୮ଟି ଓ ଡାହାଣ ପଟେ ୪ଟି ଗେଟ୍ ଖୋଲାଯାଇଛି।
Trending