ଆଜିର ରାଶିଫଳ
ମେଷ: କର୍ମକ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ତେଳାନ୍ବିତ ହୋଇ ଧର୍ମ କାର୍ଯ୍ୟ ଜାରି ରଖିପାରନ୍ତି । ସାଧାରଣ କ୍ଷେତ୍ରରେ ଜନବଲ୍ଲଭ ହେବେ । କୌଣସି କାରଣରୁ ହଇରାଣ ହେବେ ।
ବୃଷ: ସୁକୁମାର ରୂପରେ ଅଧିକାରୀ ହେବେ । ଲୋକଙ୍କ ନିକଟରେ ଅଧିକ ସ୍ନେହାସ୍ପବ ହେବେ । କୀର୍ତ୍ତିମାନ ହେବେ । ସମ୍ବର୍ଦ୍ଧିତ ହେବେ । ଆତ୍ମସନ୍ତୋଷ ଲାଭ କରିପାରନ୍ତି । ପଦୋନ୍ନତି ମିଳିବ । ଅର୍ଥଗମ ହେବ ।
ମିଥୁନ: ବାଣିଜ୍ୟ କାରବାର ଲାଭଜନକ ହେବ । ତେଣୁ ଆନନ୍ଦିତହୋଇ ଅଧିକ ଖର୍ଚ୍ଚ କରିପାରନ୍ତି । ଧନ, ଜନ, ଗୋପଲକ୍ଷ୍ମୀ ସବୁକିଛି ପ୍ରାପ୍ତିର ସୂଚନା ମିଳୁଛି । ମନ ପ୍ରଫୁଲ୍ଲ ରହିବ । ପରୋପକାରରେ ମନୋନିବେଶ କରିବେ ।
କର୍କଟ: ଅନ୍ଵେଷରେ ଶତ୍ରୁ ଉପରେ ବିଜୟ ହାସଲ କରିବେ । ଧନ ବୃଦ୍ଧି ଲାଭର ସୂଚନା ମିଳୁଛି । ମହାମାନୀର ମର୍ଯ୍ୟାଦା ପାଇବେ। ଆୟ ଆଶାନୁରୂପ ହେବ । ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି ।
ସିଂହ: ଜଣେ ବିବେକୀ ବ୍ୟକ୍ତିଭାବେ ସନ୍ମାର୍ଗୀ ହୋଇ ସୁଖ ଅନୁଭବ କରିପାରନ୍ତି । ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଉପୁଜିଥିବା ସମସ୍ତ କନ୍ମଷ ଦୂର ହେବ । ଆପଣଙ୍କ ଶ୍ରମ ସାର୍ଥକ ହେବ।
କନ୍ୟା: ଶତ୍ରୁମାନଙ୍କର ପ୍ରଣମ୍ୟ ହୋଇପାରନ୍ତି! ଭୋଗ ବିଲସ ପ୍ରିୟ ହେବା ଆଶା କରାଯାଏ। ଶୈର୍ୟ୍ୟଶାଳା ହେବେ। ସମ୍ମାନନୀୟ ବ୍ୟକ୍ତି ଓ ଉପଜାରୀ ବ୍ୟକ୍ତିଙ୍କ ନିକଟରେ କୃତ ହେବେ। ବୁଦ୍ଧିମାନ୍ ହେବେ ।
ତୁଳା : ଅର୍ଜନ କରିଥିବା ସମସ୍ତ ପୂଣ୍ୟ ଧୂଳିସାତ୍ ହେବାର ସୂଚନା ମିଳୁଛି । ଏପରି କାଯ୍ୟ ନକରନ୍ତି, ଯେଉଁଥିପାଇଁ କି ଦିପଦର ସମ୍ମୁଖୀନ ହେବେ । ଅର୍ଥାଭାବ ହୋଇପାରେ । କୁମିତ୍ର ଅର୍ଜନରେ ତତ୍ପର ହେବେ ।
ବିଛା: ବହୁ ଶାସ୍ତ୍ର ଉପରେ ପର୍ୟ୍ୟବସିତ କାର୍ୟ୍ୟକରି ଢେର ସୁନାମ ଅର୍ଜନ କରିବେ । । ବହୁ ମିତ୍ରାର୍ଜନରେ ତତ୍ପର ହୋଇପାରନ୍ତି । ମନୋଜ୍ଞ ହେବେ । ଶୁଭକାର୍ୟ୍ୟରେ ସହଯୋଗ କରିବେ । ସଦାସର୍ବଦା ଉଚ୍ଚାୟନ ମିଳିବ ।
ଧନୁ: ସାମାନ୍ୟ ଶାରୀରିକ ପୀଡ଼ା ଅନୁଭଟ କରିପାରନ୍ତି । ଅନୁଗୃହୀତ ହୋଇପାରନ୍ତି । ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ ଓ କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି ।
ମକର: ନିଃସର୍ଗ ସୁଖର ଅଧିକାରୀ ହୋଇପାରନ୍ତି । ପ୍ରଭାବଶାଳୀ ହେବା ଆଶା କରାଯାଏ । ସଦାସର୍ବଦା ତପ ଆଚରଣ କରିବାକୁ ଉଦ୍ୟମ କରିବେ । ଶାସ୍ତ୍ରନୁମୋଦ୍ଖଚ୍ଛ କାର୍ଯ୍ୟକରି ବିଚକ୍ଷଣ କୁଟନୀତିଜ୍ଞ ହୋଇପାରନ୍ତି ।
କୁମ୍ଭ: ସୁବକ୍ତା ହୋଇପାରନ୍ତି । କୃପାନିଧନ ହେବାର ସୂଚନା ମିଳୁଛି । ଶ୍ରେଷ୍ଠାସନରେ ଆସୀନ ହେବାର ସୂଚନା ମିଳୁଛି । ଦେବ ଓ ଗୁରୁଙ୍କ ପ୍ରତି ଭକ୍ତିଭାବ ଓ ଅନୁରକ୍ତି ରହିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।
ମୀନ: ବିଳାସବ୍ୟସନ କରିପାରନ୍ତି । ଯାହାଫଳରେ ଅନଟନଜନିତ ଦୁଃଖ ଅନୁଭବ କରିପାରନ୍ତି । ମାତ୍ର ଦିବ୍ୟ ଭୋଜନରେ ଆପ୍ୟାୟତି ହେବେ । ଦାମ୍ପତ୍ୟ ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।