ଯେତିକି ଟଙ୍କାରେ କିଣା ହୋଇଛନ୍ତି ସେତିକି ଟଙ୍କାର ଖେଳ ବି ଖେଳୁ ନାହାନ୍ତି ରିଷଭ ପନ୍ତ
ଆଇପିଏଲରେ ଚାଲିଛି ଜୋରଦାର ଲଢେଇ । କିଏ ଯିବ ପ୍ଲେଅଫ ତାକୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା । ଏହାରି ଭିତରେ ଲକ୍ଷ୍ନୌ ଟିମ ଆଉ ତାର କ୍ୟାପଟେନ୍ ବେଶ ଚର୍ଚ୍ଚାରେ ରହିଛନ୍ତି । କାରଣ ସବୁଠାରୁ ଅଧିକ ଟଙ୍କା ଦେଇ ଲକ୍ଷ୍ନୌ କିଣିଥିବା ଅଧିନାୟକ ଫ୍ଲପ ଶୋ ଦେଖାଉଛନ୍ତି ।