ଆଜିର ରାଶିଫଳ

ମେଷ: ନିତି ଦିନିଆ ଜୀବନରେ କିଛି ନବୀନତା ଆସିପାରେ। ସମ୍ବନ୍ଧରେ ଗାରିମା ବଜାୟ ରଖିଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆର୍ଥିକ ସମସ୍ୟା ବନ୍ଧୁ ମାଧ୍ୟମରେ ସମାଧାନ ହୋଇଯିବ।  ‌

ବୃଷ: କିଣାବିକା ମାମଲାରେ ସାବଧାନ ରହନ୍ତୁ। ଆର୍ଥିକ ରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। କ୍ୟ‌ାରିୟର ବିଷୟରେ ଗୁରୁଙ୍କ ଠାରୁ ସାହାଯ୍ୟ ପାଇବେ। ନକାରାତ୍ମକ ଜିନିଷ ଠାରୁ ଦୂରରେ ରହନ୍ତୁ।

ମିଥୁନ: ଦୂରସ୍ଥାନକୁ ଯିବାର ଯୋଗ ଅଛି। ଘରର ସୁଖ ସୁବିଧା ସଂପର୍କିତ ଆବଶ୍ୟକତା ପୂରା କରିବା ପାଇଁ ବିଶେ‌ଷ ପ୍ରୟାସ କରିବେ। ଖାଲି ସମୟରେ ନିଜର ଭଲ ଖରାପ ସଂପକରେ ବିଚାର କରିବେ।

କର୍କଟ: ଚାକିରିଜୀବୀ ନିଜର କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବେପାରର ଗତି ଭଲ ରହିବ। ଟଙ୍କାପଇସା ନେବା ଦେବାରେ ସବାଧାନ ଅବଲମ୍ବନ କରନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣଙ୍କର କାମ ପ୍ରତି ଏକାଗ୍ରତା ଏବଂ ନିଷ୍ଠା ବଢ଼ିବ। ଅଧୁରା ଥିବା ଯୋଜନା ପୁଣି ଆରମ୍ଭ ହୋଇଯିବ। ବେପାରରେଅଧିକ ଲାଭ ପାଇବେ। ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ଯିବାର ସଫଳ ହେବେ। ‌

କନ୍ୟା: ଶୁଭ ସନ୍ଦେଶ ପାଇବେ। ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଧାର୍ମିକସ୍ଥାନକୁ ଯିବା ପାଇଁ ମନ ସ୍ଥିର କରିବେ। ପେଟରୋଗ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ତୁଳା: କୌଣସି ମାମଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେଲେ ଭଲ ପରିଣାମ ପାଇବେ। ଧାର୍ମିକ କାର୍ଯ୍ୟରେ ଇଚ୍ଛା ବଢ଼ିବ। ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ଆପଣଙ୍କର ସକାରାତ୍ମକ ବଢ଼ିବ।

ବିଛା: ପୂରା ପରିଶ୍ରମରେ ନିଜର କାମ କରିବା ଯୋଗୁଁ ଭଲ ପରିଣାମ ପାଇବେ। ଆପଣଙ୍କ କଥାରେ କାହାରିକୁ କଷ୍ଟ ନପହଞ୍ଚେ ତାର ଧ୍ୟାନ ରଖନ୍ତୁ। ବିଦ୍ୟାର୍ଥୀ ଜୀବନରେ ବ୍ୟସ୍ତ ରହିବେ।

ଧନୁ: ବେପାରରେ ଅଧିକ ଲାଭ ପାଇବା ଯୋଗୁଁ ଉତ୍ସାହ ବଢ଼ିବ। ଶୁଭ କାମ ଆରମ୍ଭ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବା ପାଇଁ ପରିଶ୍ରମ ଜାରି ରଖନ୍ତୁ।

Leave a comment