ଶ୍ରୀମନ୍ଦିରରେ ହେବ ଭିଡ଼ ନିୟନ୍ତ୍ରଣ କରିବା AI

ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର AI ମାଧ୍ୟମରେ କରାଯିବ ଭିଡ଼ ନିୟନ୍ତ୍ରଣ । ଚଳିତ ସପ୍ତାହରୁ ଶ୍ରୀମନ୍ଦିରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପାଇଁ ଓପନ ହେବ ଫାଇନାନ୍ସିଆଲ୍ ବିଡିଂ। ଟେକ୍ନିକାଲ ଆସେସମେଣ୍ଟ, ଫାଇନାଲ ପ୍ରେଜେଣ୍ଟେସନ୍ ସରିଛି । ପ୍ରୁଫ ଅଫ୍ କନ୍ସେପ୍ଟ ଓ UI FLOAT ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ସମ୍ପର୍କରେ ଆଲୋଚନା ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ।