ଟଳି ପଡିଲେ ୧୦ ମାଓବାଦୀ

ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଅଞ୍ଚଳରେ ଯବାନଙ୍କ ଗୁଳିରେ ୧୦ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ ବିପୁଳ ବିସ୍ଫୋରକ ଜବତ ହୋଇଛି । ଆଜି ସକାଳୁ ଚାଲିଥିଲା ଯବାନଙ୍କ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓଦୀଙ୍କ ସିହତ ଯବାନଙ୍କ ଗୁଳି ବିନିମୟ ହୋଇଥିଲା  । ଯବାନଙ୍କ ଗୁଳିରେ  ୧୦ ମାଓବାଦୀ ନିହତ  ହୋଇଛନ୍ତି । ସୂଚନା ଦେଇଛନ୍ତି ସୁକମା ଏସପି ।