ଆସନ୍ତା କାଲିଠୁ ଆକାଶ ମେଘାଚ୍ଛନ୍ନ
ମେଟ୍ରୋ ଟିଭି ଓଡିଶା ( ୧୭.ଲେ ୨.୨୦୨୨) :
ଆସନ୍ତା କଲିଠୁ ୧୯ ପ୍ରଯନ୍ତ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ । ୨୦ରେ ବର୍ଷା ସମ୍ଭାବନା ।

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।