ସମସ୍ତ ନେତା ପର୍ବପର୍ବାଣୀ ଘରେ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଦୀପାବଳି ସେଲିବ୍ରେସନ ପାଇଁ ଭାରତୀୟ ଯବାନଙ୍କ ସହ ସାମିଲ ହୋଇଥାନ୍ତି । ଚଳିତବର୍ଷ ମଧ୍ୟ ସେ ଭାରତୀୟ ଯବାନମାନଙ୍କ ସହ ଆଲୋକର ଏହି ପର୍ବକୁ ପାଳନ କରିବାକୁ ଯାଉଛନ୍ତି । ତେବେ ଚଳିତବର୍ଷ ଦିୱାଲୀ ପାଳନ କରିବା ପାଇଁ ଜାମ୍ମୁର ଅଖନୁର ସେକ୍ଟରକୁ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରତ୍ୟେକ ବର୍ଷ ପି.ଏମ ମୋଦୀ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଭାରତୀୟ ସେନା ସହ ସାମିଲ ହୋଇଥାନ୍ତି । ସେମାନଙ୍କ ସହ ମିଶି ଦୀପାବଳି ପାଳନ କରିବା ସହ ଯବାନଙ୍କ ପାଇଁ ଉପହାର ଦେଇଥାନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଚଳିତବର୍ଷ ମଧ୍ୟ ଭାରତୀୟ ସେନାକୁ ଦୀପାବଳିର ଶୁଭେଚ୍ଛା ଜଣାଇବା ପାଇଁ ମୋଦୀ ସେମାନଙ୍କ ପାଖରେ ପହଞ୍ଚିବେ । ତେବେ ଏଥର ଜମ୍ମୁର ଅଖନୁର ସେକ୍ଟରରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post