ସକାଳୁ ଉଠି ଖାଲି ପେଟରେ କିଛି ଏପରି ଜିନିଷ ଖାଇନିଅନ୍ତି, ଯାହା ତାଙ୍କର ପୂରା ଦିନଟିକୁ ଖରାପ କରିଦେଇଥାଏ । ଯେତେବେଳେ ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟା ହୋଇପାରେ । ଯାହାଦ୍ୱାରା ଆମ ପୂରା ଦିନଟି ଖରାପ ହୋଇଯାଇଥାଏ । ସେଥିପାଇଁ ସକାଳର ବ୍ରେକ୍ଫାଷ୍ଟ ଭାବିଚିନ୍ତି କରିବା ଉଚିତ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ କିଛି ଜିନିଷ ଯାହାକୁ ସକାଳୁ ଉଠି ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍ ହୋଇନଥାଏ ।ଲୁଣିବା ଖାଦ୍ୟ ଖାଇବା ବ୍ଲଡ ପ୍ରେସର ଲେବଲକୁ ସ୍ଥିର ରହିବାରେ ସାହାଯ୍ୟ କରିଥାଏ । ତେବେ ଯେଉଁ ଲୋକମାନେ ଫିଟ୍ନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି, ସେମାନଙ୍କ ପାଇଁ ଏହା ବିଶେଷ ରୂପରେ ଲାଭଦାୟକ ହୋଇଥାଏ । ପ୍ରୋଟିନ୍ ଓ ହେଲଦି ଫ୍ୟାଟ୍ରେ ଭରପୂର ଥିବା ଖାଦ୍ୟ ଖାଇବା ଦ୍ୱାରା ଭୋକ କମ୍ ହୋଇଥାଏ । ଯାହାଦ୍ୱାରା ଅଧିକ ଭୋକ ଲାଗିନଥାଏ । କିନ୍ତୁ ଅନ୍ୟ କିଛି ଖାଦ୍ୟ କିମ୍ବା ମିଠା ଜିନିଷ ଖାଇବା ଦ୍ୱାରା ବ୍ଲଡ ସୁଗାର ହଠାତ୍ ବଢିପାରେ । ଯେଉଁଥିପାଇଁ ଅଧିକ ଭୋକ ଲାଗିଥାଏ ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post