ଚନ୍ଦ୍ରଯାନ-୩ ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି
ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ତେବେ ଉତକ୍ଷେପଣ ପରେ ଏହାର ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି ।
#Chandrayaan3 from the window of Dhaka-Chennai Flight! Beautiful!! Isn’t it? pic.twitter.com/6FwHw95ntq
— Sudhir Chaudhary (@sudhirchaudhary) July 15, 2023
Yesterday, Chandrayaan-3, the third lunar exploration mission by ISRO, was launched. It's expected to land on the Moon with a rover on Aug 23, 2023
This is the LVM 3 M4 rocket launch as seen by Captain Karun Karumbaya from the cockpit of his Indigo A-320pic.twitter.com/uPoD3evfxk
— Massimo (@Rainmaker1973) July 16, 2023
This is the beautiful view of the launch from the Pulicat Lake! #Chandrayaan3 #Chandrayaan3Launch #ISRO pic.twitter.com/W0lvRkBTHZ
— Ananth Rupanagudi (@Ananth_IRAS) July 15, 2023
କିଏ ଏରୋପ୍ଲେନରେ ଥାଇ ଭିଡିଓ ପକାଇଛି ତ କିଏ ନିଜେ ଭିଡିଓରେ ରେକର୍ଡିଂ କରି ଭିଡିଓ ପକାଇଛି । ଯାହାକି ଅତି ସୁନ୍ଦର ଲାଗୁଛି । ଏହାର ପ୍ରଥମ ଶ୍ରେଣୀ କକ୍ଷ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହା ୪୨ ହଜାରରୁ ଅଧିକ କିଲୋମିଟର ଦୂରତାରେ ପୃଥିବୀ ଚାରିପଟେ ଗତି କରୁଛି । ଲଞ୍ଚିଂ ହେବା ପରେ, ଚନ୍ଦ୍ରଯାନ-୩କୁ ୩୬ ହଜାର ୫୦୦ କିଲୋମିଟର ଦୂରରେ ଛଡ଼ାଯାଇଥିଲା । ପୃଥିବୀ ଚାରିପଟେ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରର କକ୍ଷପଥକୁ ଯିବ ଚନ୍ଦ୍ରଯାନ । ସେଠାରେ ମଧ୍ୟ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । ଧିରେ ଧିରେ ଚନ୍ଦ୍ରଯାନର କକ୍ଷପଥକୁ ପରିବର୍ତ୍ତନ କରାଯିବ ।