ଶରଦ-ଉଦ୍ଧବଙ୍କୁ ଭେଟିଲେ ନୀତିଶ କୁମାର
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ ଉଦ୍ଧବ ଓ ଶରଦଙ୍କୁ ସାକ୍ଷାତ କରିଛନ୍ତି । ଦେଶର ଅଧିକରୁ ଅଧିକ ଦଳ ଏକାଠି ହୁଅନ୍ତୁ, ସମସ୍ତେ ଏକାଠି ମିଶି ଲଢିବା ବୋଲି କହିଛନ୍ତି ନୀତୀଶ କୁମାର । ବିଜେପିକୁ ଶାସନରୁ ହଟାଇବାକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ମିଳିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ।
"If we work together…," Sharad Pawar, Nitish Kumar plan joint Opposition fight against BJP
Read @ANI Story | https://t.co/JFgeZHGxwO#SharadPawar #NitishKumar #Maharashtra #MaharashtraPolitics pic.twitter.com/XeO7WFqZ4N
— ANI Digital (@ani_digital) May 11, 2023