ଦୁର୍ନୀତି ବିରୋଧରେ ପାଇଲଟଙ୍କ ୫ ଦିନିଆ ଯାତ୍ରା ଆରମ୍ଭ
ଜୟପୁର: ରାଜସ୍ଥାନରେ ପୁଣି କ୍ଷମତାକୁ ନେଇ କଳି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ଅଜମେରରୁ ୫ ଦିନିଆ ‘ଜନ ସଂଘର୍ଷ ଯାତ୍ରା’ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ସେ କହିଛନ୍ତି । ବିଭିନ୍ନ ସରକାରୀ ଚାକିରି ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ହେଉଥିବା ସେ ଅଭିଯୋଗ କରିଛନ୍ତି । ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତିକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି । ନିଜ ସରକାର ବିରୋଧରେ ପାଇଲଟଙ୍କର ଏହି ଯାତ୍ରା କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଛି।
#WATCH | Ajmer, Rajasthan: "There is no need to speculate. Whatever is happening, is all before you. Whatever I say or do, I do it openly. I don't play hide and seek. My demand is ideological, not personal. Nobody can accuse me of being ambitious for a post. Everyone knows of my… pic.twitter.com/BNISHJsh1S
— ANI MP/CG/Rajasthan (@ANI_MP_CG_RJ) May 11, 2023