କୁସ୍ତିଯୋଦ୍ଧାଙ୍କ ସହିତ ଯୋଗ ଦେଲେ ନବଜୋତ୍ ସିଂ ସିଦ୍ଧୁ
ନୂଆଦିଲ୍ଲୀ: କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍ ସିଦ୍ଧୁ ଯୋଗ ଦେଇଛନ୍ତି। ‘ଟୁଇଟର୍’ରେ ଫଟୋ ସେୟାର୍ କରିଛନ୍ତି।
To know what is right and not to do it is the worst cowardice !!! …. why was the FIR delayed ? ……. Not making the FIR public reflects that the FIR is mild and not corroborative to the complainant’s complaint….. intent is questionable and motive is to protect the accused……… pic.twitter.com/5ZXxE3AlfO
— Navjot Singh Sidhu (@sherryontopp) May 1, 2023
ବ୍ରଜଭୂଷଣଙ୍କ ନାଁରେ ‘ଏଫ୍ଆଇଆର୍’ ଫାଇଲ୍ କରାଯିବାରେ ବିଳମ୍ବ ଘଟଣାରେ ସନ୍ଦେହ କରି ସିଦ୍ଧୁ କହିଛନ୍ତି, କେଉଁଟା ଠିକ୍ ଜାଣି ମଧ୍ୟ ତାହା ନ କରିବା ହେଉଛି ସବୁଠୁ ବଡ଼ କାପୁରୁଷତା।
https://twitter.com/sherryontopp/status/1652968926509432833?s=20