ବିଶ୍ୱ ଶ୍ରମିକ ଦିବସ : ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମଇ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ । ଏ ନେଇ ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
https://twitter.com/Naveen_Odisha/status/1652897972126990342?s=20
#ଶ୍ରମିକଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଦେଶ ନିର୍ମାଣରେ ଆପଣମାନଙ୍କ କଠିନ ପରିଶ୍ରମ ଓ ବହୁମୂଲ୍ୟ ଅବଦାନ ପ୍ରତି ମୋର ସମ୍ମାନ ଜଣାଉଛି। ଶ୍ରମିକମାନଙ୍କ ସ୍ୱାର୍ଥ ସୁରକ୍ଷା, କଲ୍ୟାଣ ତଥା ସର୍ବାଙ୍ଗୀନ ଉନ୍ନତି ଦିଗରେ ଆମ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛୁ। #LabourDay pic.twitter.com/OiHizz7zr3
— Naveen Patnaik (@Naveen_Odisha) May 1, 2023