ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ବୋଲିଙ୍ଗ୍ କରୁଛି ଭାରତ
ମୁମ୍ବାଇସ୍ଥିତ ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ଟସ୍ ଜିଣିବା ପରେ ଭାରତ ପ୍ରଥମେ ବୋଲିଙ୍ଗ୍ କରୁଛି। ସୂଚନା ଅନୁସାରେ, ଅଷ୍ଟ୍ରେଲିଆ 42 ରନ୍ ସଂଗ୍ରହ କରିଛି। ଟସ୍ ଜିଣିବା ପରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ବ୍ୟାଟିଙ୍ଗ୍ କରିବା ଲାଗି ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲେ। ଆଜି ଭାରତୀୟ ଟିମ୍ରେ ଖେଳୁଛନ୍ତି: ଈଶାନ୍ କିଷନ୍ (ୱିକେଟ୍ରକ୍ଷକ), ଶୁବମନ୍ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍. ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ମହମ୍ମଦ ସିରାଜ ଓ ମହମ୍ମଦ ଶାମି।
Chopped 🔛! @mdsirajofficial dismisses Travis Head to give #TeamIndia their first breakthrough… 👏 👏
… and that leap as he celebrates that wicket 👌 👌
Follow the match ▶️ https://t.co/BAvv2E8K6h #INDvAUS | @mastercardindia pic.twitter.com/u72fOWGUy8
— BCCI (@BCCI) March 17, 2023