ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୃର୍ଘଟଣା

ମେଟ୍ରୋ ଟିଭି ଓଡ଼ିଶା (୬.୬.୨୦୨୨ )

ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୋର୍ଘଟଣା ଘଟିଛି | ମିଳିଥିବା ସୂଚନା ଅନୁସାରେ ପ୍ରଶିକ୍ଷଣ ବେଳେ ତଳକୁ ଖସି ପଡିଛି ଟ୍ରେନିଂ ଏୟାରକ୍ରାଫ୍ଟ |

ପ୍ରାୟ ୧୫ ଫୁଟ ତଳକୁ ଖସିବା ଫଳରେ ଟ୍ରେନିଂ ପାଇଲଟ ଗୁରୁତର ହୋଇଥିବା ସୂଚନା ମିଳିଛି |