ଆମେରିକାରେ ଗୁଳିକାଣ୍ଡ

ମେଟ୍ରୋ ଟିଭି ଓଡିଶା(୨ . ୫. ୨୦୨୨)

ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଏବେ ଚିକାଗୋରେ ବଡ଼ ଧରଣର ଗୁଳିକାଣ୍ଡର ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ମିଡିଆ ଅନୁସାରେ, ଚିକାଗୋ ସହରର ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହୋଇଛି । ସପ୍ତାହକ ଭିତରେ ଗୁଳିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି ।