ଗତକାଲି ଭଳି ଆଜି ବି ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ
ଗତକାଲି ଭଳି ଆଜି ବି ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପଶ୍ଚିମ, ପୂର୍ବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା ଝାରସୁଗୁଡ଼ା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏଣେ ସମ୍ବଲପୁର ଓ ହୀରାକୁଦରେ ୩୪.୪, ବାଲେଶ୍ବର ଓ କେନ୍ଦୁଝରରେ ୩୨.୨, ଚାନ୍ଦବାଲି ଓ ପୁରୀରେ ୩୨.୬, ରାଉରକେଲାରେ ୩୩.୬, ଭୁବନେଶ୍ବରରେ ୩୨.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।ଆଜି ସକାଳ ୧୦ଟା ସୁଦ୍ଧା ଝାରସୁଗୁଡ଼ା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଏଣେ ସମ୍ବଲପୁର ଓ ହୀରାକୁଦରେ ୩୪.୪, ବାଲେଶ୍ବର ଓ କେନ୍ଦୁଝରରେ ୩୨.୨, ଚାନ୍ଦବାଲି ଓ ପୁରୀରେ ୩୨.୬, ରାଉରକେଲାରେ ୩୩.୬, ଭୁବନେଶ୍ବରରେ ୩୨.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି