ଘନକୁହୁଡ଼ି ହେତୁ ବିମାନ ଓ ରେଳ ଚଳାଚଳ ପ୍ରଭାବିତ

ଘଡ଼ କୁହୁଡ଼ି ହେତୁ ରାଜଧାନୀ ଦିଲ୍ଲୀରେ ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି। ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଜିଠାରୁ ଦୁଇ ଦିନ ଧରି ଜାତୀୟ ରାଜଧାନୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।