ଆସୁଛି ବଡ ବର୍ଷା
ଆସୁଛି ବଡ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ସୁଖିଲା ରହିବ ।ଓଡ଼ିଶାର କିଛି ଜିଲ୍ଲାରେ ସକାଳୁ ଘନ କୁହୁଡି ଦେଖିବାକୁ ମିଳିପାରେ । ଆସନ୍ତା ୨ ଦିନ ପାଇଁ ଏଭଳି ସ୍ଥିତି ରହିବ ।