ନୟାପଲ୍ଲୀ ଦୋକାନ ଭାଙ୍ଗିବା ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ଘର
ନୟାପଲ୍ଲୀ ଜମି ଜବରଦଖଲ ମାମଲାରେ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ରାଘବ ଜେନାର ଝାରପଡ଼ାସ୍ଥିତ ଘରେ ବୁଲ ଡୋଜର ବୁଲାଇଛି ପୋଲିସ। ନୟାପଲ୍ଲୀ ଜମି ଜବରଦଖଲ ମାମଲା ରେ ପୋଲିସ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଏବେ ବି ଖୋଜୁଛି। ମାଷ୍ଟର ମାଇଣ୍ଡ ରାଘବ ଜେନା ଭଡ଼ା ଲଗାଇଥିବା ଘରେ ବୁଲ ଡୋଜର ମଧ୍ୟ ବୁଲାଇଛି ପୋଲିସ।ଏଥିସହିତ ସରକାରୀ ଜମିରେ ଗଢି ଉଠିଥିବା ୩୦ ରୁ ଉର୍ଦ୍ଧ୍ବ ଘର, ଦୋକାନ ମଧ୍ୟ ଭଙ୍ଗାଯାଇଛି ।
