ନୂଆ ଅପରେଟିଙ୍ଗ ସିଷ୍ଟମରେ ୟୁଜର୍ସଙ୍କୁ ଲାଟେଷ୍ଟ ଫିଚର୍ସ ଦେବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପୁରୁଣା OS ରୁ ନିଜର ସପୋର୍ଟ ବାହାର କରୁଛି ।ଅକ୍ଟୋବର ୨୪ରୁ ସାମସଙ୍ଗ, ଆପଲ୍ ଏବଂ ସୋନି ସମେତ ୨୫ଟି ସ୍ମାର୍ଟଫୋନରେ ମେସେଜିଂ ଆପ୍ ହ୍ଵାଟ୍ସଆପ୍ କାମ କରିବା ବନ୍ଦ କରିବ । କମ୍ପାନୀ ନୂଆ ଅପରେଟିଙ୍ଗ ସିଷ୍ଟମରେ ୟୁଜର୍ସଙ୍କୁ ଲାଟେଷ୍ଟ ଫିଚର୍ସ ଦେବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପୁରୁଣା OS ରୁ ନିଜର ସପୋର୍ଟ ବାହାର କରୁଛି । ଅକ୍ଟୋବର ୨୪ ପରେ ଆଣ୍ଡ୍ରଏଡ୍ OS ଭର୍ସନ 4.1 ଏବଂ ଏହା ଠାରୁ ପୁରୁଣା ଚାଲୁଥିବା କିଛି ସ୍ମାର୍ଟଫୋନ୍ ମଡେଲ୍ରେ ହ୍ଵାଟ୍ସଆପ୍ ସପୋର୍ଟ କରିବା ବନ୍ଦ କରିଦେବ । ଯଦି ଆପଣ ହ୍ଵାଟ୍ସଆପ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଫୋନକୁ ବଦଳାଇବାକୁ ପଡ଼ିବ ଏବଂ ନୂଆ ଅପରେଟିଙ୍ଗ ସିଷ୍ଟମରେ ହ୍ଵାଟ୍ସଆପ୍ ବ୍ୟବହାର କରିବାକୁ ପଡିବ ଯାହା ଦ୍ୱାରା ଆପଣ କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ଲାଟେଷ୍ଟ ଅପଡେଟ୍ ଏବଂ ସିକ୍ୟୁରିଟି ପ୍ୟାଚ୍ ପାଇ ପାରିବେ ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Next Post