ଗୁଗଲ ନିଜର ସର୍ଚ୍ଚ ଏବଂ ଲେନ୍ସ ଅପ୍ସନରେ ନୂଆ ଟୁଲ୍ ଆଣିବାକୁ ଯାଉଛି ଯାହା ଜଟିଳ ମ୍ୟାଥ୍ ଏବଂ ସାଇନ୍ସକୁ ସଲ୍ଭ କରିବା ପାଇଁ ସାହାଯ୍ୟ କରିବ । ଏହି ନୂଆ ଟୁଲ୍ ଗୁଡ଼ିକ STEM ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥ୍ ଭଳି ସବଜେକ୍ଟ ପାଇଁ ଭିଜୁଆଲ୍ ଲର୍ଣ୍ଣିଂ ଆଣିବ ଯାହା ଷ୍ଟେପ୍ ବାଇ ଷ୍ଟେପ୍ ସମସ୍ୟାକୁ ବୁଝାଇବ । ଏଥିରେ 3D ମଡେଲ୍ ମଧ୍ୟ ରହିବ । ମ୍ୟାଥ୍ , ସାଇନ୍ସ ଏବଂ ଭିଜୁଆଲ ସର୍ଚ୍ଚ କ୍ୟାପାବିଲିଟିଜ୍କୁ ବଢ଼ାଇବା ପାଇଁ ଏହି ଫିଚର AIର ସାହାଯ୍ୟ ନେଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post