ଆଜି ଇସ୍ରାଏଲ ବାୟୁସେନା ବୋମାମାଡ଼ କରିଛି ଏବଂ ଏଥିରେ ଅତିକମ୍ରେ ୫୦ ଜଣ ନିହତ ହୋଇଥିବା ଜଣାପଡ଼ିଛି। ଶତାଧିକ ଗୁରୁତର ଆହତଙ୍କୁ ‘ଇଣ୍ଡୋନେସିଆନ୍ ହସ୍ପିଟାଲ’ରେ ଭର୍ତ୍ତି କରାଯାଇଛି। ରିଲିଫ୍ ଶିବିର ଉପରେ ବିମାନ ଆକ୍ରମଣ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାଜାରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନକୁ ଆଜି ବ୍ୟାପକ କରିଛି। ଉଭୟ ସ୍ଥଳ ଓ ଆକାଶରୁ ପ୍ରଚଣ୍ଡ ଆକ୍ରମଣ ଗାଜାରେ ହମାସ୍ ଆଡ଼ାସ୍ଥଳଗୁଡ଼ିକୁ ଛାରଖାର ହୋଇଥିବା ବେଳେ ଏଥିରେ ନିରୀହ ନାଗରିକମାନେ ମଧ୍ୟ ଶିକାର ହୋଇଛନ୍ତି। ଗାଜାରେ ୧ ହଜାରରୁ ଅଧିକ ହମାସ୍ କେନ୍ଦ୍ରକୁ ଆକ୍ରମଣ କରି ଇସ୍ରାଏଲ ମାଟିରେ ମିଶାଇ ଦେଇଛି। ଗାଜାରେ ପ୍ରମୁଖ ରାସ୍ତାମାନଙ୍କରେ ଇସ୍ରାଏଲୀ ଟ୍ୟାଙ୍କରୁ ଗୁଳିଗୋଳା ମାଡ଼ ହେଉଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post