ନୂଆ ଅପରେଟିଙ୍ଗ ସିଷ୍ଟମରେ ୟୁଜର୍ସଙ୍କୁ ଲାଟେଷ୍ଟ ଫିଚର୍ସ ଦେବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପୁରୁଣା OS ରୁ ନିଜର ସପୋର୍ଟ ବାହାର କରୁଛି ।ଅକ୍ଟୋବର ୨୪ରୁ ସାମସଙ୍ଗ, ଆପଲ୍ ଏବଂ ସୋନି ସମେତ ୨୫ଟି ସ୍ମାର୍ଟଫୋନରେ ମେସେଜିଂ ଆପ୍ ହ୍ଵାଟ୍ସଆପ୍ କାମ କରିବା ବନ୍ଦ କରିବ । କମ୍ପାନୀ ନୂଆ ଅପରେଟିଙ୍ଗ ସିଷ୍ଟମରେ ୟୁଜର୍ସଙ୍କୁ ଲାଟେଷ୍ଟ ଫିଚର୍ସ ଦେବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପୁରୁଣା OS ରୁ ନିଜର ସପୋର୍ଟ ବାହାର କରୁଛି । ଅକ୍ଟୋବର ୨୪ ପରେ ଆଣ୍ଡ୍ରଏଡ୍ OS ଭର୍ସନ 4.1 ଏବଂ ଏହା ଠାରୁ ପୁରୁଣା ଚାଲୁଥିବା କିଛି ସ୍ମାର୍ଟଫୋନ୍ ମଡେଲ୍ରେ ହ୍ଵାଟ୍ସଆପ୍ ସପୋର୍ଟ କରିବା ବନ୍ଦ କରିଦେବ । ଯଦି ଆପଣ ହ୍ଵାଟ୍ସଆପ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଫୋନକୁ ବଦଳାଇବାକୁ ପଡ଼ିବ ଏବଂ ନୂଆ ଅପରେଟିଙ୍ଗ ସିଷ୍ଟମରେ ହ୍ଵାଟ୍ସଆପ୍ ବ୍ୟବହାର କରିବାକୁ ପଡିବ ଯାହା ଦ୍ୱାରା ଆପଣ କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ଲାଟେଷ୍ଟ ଅପଡେଟ୍ ଏବଂ ସିକ୍ୟୁରିଟି ପ୍ୟାଚ୍ ପାଇ ପାରିବେ ।
Trending
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
Next Post