ଗୁଗଲ ନିଜର ସର୍ଚ୍ଚ ଏବଂ ଲେନ୍ସ ଅପ୍ସନରେ ନୂଆ ଟୁଲ୍ ଆଣିବାକୁ ଯାଉଛି ଯାହା ଜଟିଳ ମ୍ୟାଥ୍ ଏବଂ ସାଇନ୍ସକୁ ସଲ୍ଭ କରିବା ପାଇଁ ସାହାଯ୍ୟ କରିବ । ଏହି ନୂଆ ଟୁଲ୍ ଗୁଡ଼ିକ STEM ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥ୍ ଭଳି ସବଜେକ୍ଟ ପାଇଁ ଭିଜୁଆଲ୍ ଲର୍ଣ୍ଣିଂ ଆଣିବ ଯାହା ଷ୍ଟେପ୍ ବାଇ ଷ୍ଟେପ୍ ସମସ୍ୟାକୁ ବୁଝାଇବ । ଏଥିରେ 3D ମଡେଲ୍ ମଧ୍ୟ ରହିବ । ମ୍ୟାଥ୍ , ସାଇନ୍ସ ଏବଂ ଭିଜୁଆଲ ସର୍ଚ୍ଚ କ୍ୟାପାବିଲିଟିଜ୍କୁ ବଢ଼ାଇବା ପାଇଁ ଏହି ଫିଚର AIର ସାହାଯ୍ୟ ନେଇଛି ।
Trending
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
- ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ, ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
Prev Post
Next Post