Browsing Tag

#world

୪୦ଲକ୍ଷ ଟଙ୍କାର ଚାକିରୀ ଛାଡି ସଫେଇ କାମ କରୁଛନ୍ତି ମହିଳା

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: କେତେବେଳେ ସମୟ ବଦଳି ଯାଏ କାହାକୁ ବି ଜଣାନାହିଁ । ସମୟର ଚକରେ ସମସ୍ତେ କଣ୍ଢେଇ ପରି ନାଚନ୍ତି । ସେହିଭଳି ଜଣେ ମହିଳା ନିଜର ୪୦ଲକ୍ଷ ଟଙ୍କା ଚାକିରୀକୁ ଛାଡି ସଫେଇ କାମକୁ ଆପଣେଇଛନ୍ତି । ଯାହା ଏବେ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଶ୍ଚର୍ଯ୍ୟ

ଟେଷ୍ଟ ମ୍ୟାଚରେ ଭାରତରେ ଭାରତକୁ ହରାଇବାକୁ ୱାର୍ଣ୍ଣରଙ୍କ ଇଚ୍ଛା

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଅଷ୍ଟ୍ରେଳିଆର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ବୟାନ ଏବେ ଚହଳ ସୃଷ୍ଟି କରିଛି । ପୁରା ଟିମ୍ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ସିରିଜରେ ୩ଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍ କବଜା କରିଛି । ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା

ମେସିନ ଓକିଲର ତଥ୍ୟ ଆଧାରରେ ମିଳିବ ଦଣ୍ଡ

ମେଟ୍ରୋ ଟିଭି ବ୍ୟୁରୋ, ୨୯/୧୨: ଚୀନର ଏକ ଟେକ କମ୍ପାନୀ ନୂଆ ମେସିନ ନିମାର୍ଣ କରିଛନ୍ତି । ଯାହା ବିଶ୍ୱର ପ୍ରଥମ କୃତିମ ବୁଦ୍ଧିମତାଯୁକ୍ତ ପ୍ରସିକ୍ୟୁଟର ବା ଓକିଲ ମେସିନ । ଯାହା ଆଧାରରେ ଏବେ ଦେଶରେ ହେଉଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇ ଦଣ୍ଡ ମିଳିପାରିବ । ଯାହା ଓକିଲଙ୍କ ଖର୍ଚ୍ଚ ଓ

ତାଲିବାନର ନୂଆ ଆଇନ, ପୁରୁଷଙ୍କ ବିନା ବାହାରକୁ ବାହାରି ପାରିବେ ନାହି ମହିଳା

ମେଟ୍ରୋ ଟିଭି ବ୍ୟୁରୋ, ୨୭/୧୨ : ତାଲିବାନ କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ କଟକଣା ଲାଗୁ କରାଯାଇଛି। ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ତଥା ଅଧିକାରର ଉଲ୍ଲଂଘନକୁ ନେଇ ବିଶ୍ୱ ଉଦ୍ବେଗ ପ୍ରକାଶ କରୁଛନ୍ତି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ

ତିନିଟି ହୃତପିଣ୍ଡ ଥିବା ପ୍ରାଣୀ

ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆମ ଏଇ ବିଚିତ୍ର ବ୍ରହ୍ମାଣ୍ଡରେ ଭିନ୍ନଭିନ୍ନ ପ୍ରକାରର ଜୀବ ସବୁ ଦେଖିବାକୁ ମିଳେ । କିଏ କେତେବେଳେ ବିଲୁପ୍ତ ହୁଏ ତ ଆଉ କିଏ ବଂଶ ବିସ୍ତାର କରି ଆଗକୁ ବଢେ । ବିଭିନ୍ନ ପ୍ରାଣୀ,ଜୀବ , ଉଭିଦକୁ ନେଇ ଏ ପୃଥିବୀ ତିଷ୍ଠି ରହିଛି । ଏହି ପରି କିଛି ଅଜବ ପ୍ରାଣୀ

ବଡଦିନର ମହତ୍ତ୍ୱ

ମେଟ୍ରୋ ଟିଭି ବ୍ୟୁରୋ, ୨୬/୧୨: ପ୍ରଭୁ ଯୀଶୁଙ୍କର ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ରୂପେ ପାଳନ କରାଯାଏ । ଏହି ଦିନକୁ ସମଗ୍ର ବିଶ୍ୱରେ ବଡଦିନ ବୋଲି କୁହାଯାଏ । ଏହି ଫେଷ୍ଟିଭାଲ ରେ ଚର୍ଚ୍ଚ ଗୁଡିକ ଅତି ସୁନ୍ଦର ଭାବେ ସଜା ହେବା ସହ ଘରଗୁଡ଼ିକ ମଧ୍ୟ ସଜା ଯାଇଥାଏ । ଘରେ ଆଲୋକ ଏବଂ