Browsing Tag

#world

କରୋନା ମହାମାରୀରେ ଉବୁଟୁବୁ ହେଲାଣି ବିଶ୍ୱ

ମେଟ୍ରୋ ଟିଭି ବ୍ୟୁରୋ,୮/୧:ବିଶ୍ୱ ଏବେ ସଂକ୍ରମଣର କବଜାରେ ଫସିଗଲାଣି । ବିଶ୍ୱରେ ୩୦କୋଟି ଟପିଲାଣି ସଂକ୍ରମଣ । ଏହି ସଂକ୍ରମଣରେ ପ୍ରଭାବିତ ହେଲାଣି ବହୁ ଦେଶ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଏହି ସଂକ୍ରମଣର ପ୍ରଥମ ସ୍ଥାନରେ ରହିଛି ଓ ଭାରତ ସଂକ୍ରମଣର ଦ୍ୱିତୀୟ ସ୍ଥାନରେ ରହିଛି

ହାଇବ୍ରିଡ୍ ଜାହାଜ ପାଲଟିବ ବୁଡାଜାହାଜ

ମେଟ୍ରୋ ଟିଭି ଓଡିଶା,୭/୧: ଇଟାଲିରେ ବିକଶିତ ହୋଇଛି ଏକ ବିଳାସପୂର୍ଣ୍ଣ ବିଶାଳ ଜାହାଜ । ଯାହା ଆବଶ୍ୟକ ସ୍ଥଳେ ବୁଡାଜାହାଜ ଭାବେ କାର୍ଯ୍ୟ କରିବ । ଏହି ହାଇବ୍ରିଡ ଜାହାଜର ନାମ କାରାପେସ୍ । ଲଣ୍ଡନର ବସ୍‌ର ଲମ୍ବା ଠାରୁ ଏହା ହାରାହାରି ୯ଗୁଣ ଲମ୍ବା । ଏହି ବୁଡାଜାହାଜଟି ଢେଉ ଭିତରେ

୯୭୭ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ମେଟ୍ରୋ ଟିଭି ଓଡିଶା,୬/୧: ମାତ୍ର ୯୭୭ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ ଦେଉଛି ଟାଟା ଗ୍ରୁପର ଏୟାରଲାସନ୍ସ ଭିସ୍ତାର । ଏହି କମ୍ପାନୀକୁ ୭ବର୍ଷ ପୁରିଛି ।ଏହି ଅବସରରେ ଯାତ୍ରୀଙ୍କୁ ଉପହାର ଆକାରରେ ଶସ୍ତା ବିମାନ ଟିକେଟ ପ୍ରଦାନ କରୁଛି ଭିସ୍ତାରା। ଜାନୁଆରି ୭ତାରିଖ ରାତି ୧୨ଟା

ବଟନ ବଦଳାଇଲେ ରଙ୍ଗ ବଦଳାଇବ ବିଏମ୍‌ଡବ୍ଲ୍ୟୁ ଆଇଏକ୍ସ

ମେଟ୍ରୋ ଟିଭି ଓଡିଶା,୬/୧: ବିଏମଡବ୍ଲ୍ୟୁର ନୂଆ କାର ବଜାରକୁ ଆସୁଛି ଯାହା ଦବାଇବା କ୍ଷଣି ତାର ରଙ୍ଗ ବଦଳିଯାଉଛି । ଏହି କାର ମଡେଲର ନାମ ହେଉଛି ବିଏମ୍‌ଡବ୍ଲ୍ୟୁ ଆଇଏକ୍ସ । ଆମେରିକାର ଲାସ୍ ଭେଗାସ୍ ସହରରେ ଏହି ଇଲେକ୍ଟ୍ରୋନିକ ସୋ ଆରମ୍ଭ ହୋଇଛି ଯେଉଥିରେ ସାମସଙ୍ଗ, ସୋନି,

ବୟସ ସିନା କମ୍ ହେଲେ ବୁଦ୍ଧି ଅଧିକା ,୬ବର୍ଷ ବାଳକର ଆଶ୍ଚର୍ଯ୍ୟ ଜନକ ଘଟଣା

ମେଟ୍ରୋ ଟିଭି ଓଡିଶା,୬/୧: ଛୋଟ ପିଲା ଘରେ ଥିଲେ କାମ ସବୁ ବଢିଯାଏ । ପିଲାଙ୍କର ବିଭିନ୍ନ କାମରେ ଫଶି ରହିଯାଆନ୍ତି ମାଆବାପା । ଗାଧୋଇବା,ଖାଇବା,ସ୍କୁଲଯିବା ଆଦି ଅନେକ କାମ ସବୁ ଅଭିଭାବକ ମାନେ କରନ୍ତି । କିନ୍ତୁ ଏପରି ଏକ ଛୁଆ ଅଛି ଯିଏ ନିଜର ସବୁ କାମ ନିଜେ କରୁଛି । ଏହି ଛୋଟ

ମେହେନ୍ଦି କରି ବିଶ୍ୱ ରେକର୍ଡ କଲେ ଆଦିତ୍ୟ ନିଧିନ୍‌

ମେଟ୍ରୋ ଟିଭି ଓଡିଶା,୫/୧: ହାତରେ ମେହେନ୍ଦି ଆଙ୍କିବା ଏକ କଳା । ଏହି ମେହେନ୍ଦିକୁ ନାରୀ ମାନଙ୍କ ସୌନ୍ଦର୍ଯ୍ୟର ପ୍ରତିକ ରୂପର କହନ୍ତି । ଏହି ମେହେନ୍ଦିର ଏବେ ଆର୍କଷଣୀୟ ପେସା ମଧ୍ୟ ପାଲଟିଛି । ଭିନ୍ନ ଭିନ୍ନ ପ୍ରକାରର ମେହେନ୍ଦି କରି କନ୍ୟା ବିବାହ କରୁଛନ୍ତି । ଆଜିକା ଆଧୁନିକ

ଚୀନର ଶୂନ କୋଭିଡ ନୀତିରେ ବନ୍ଦୀ ସିଆନ୍‌

ମେଟ୍ରୋ ଟିଭି ଓଡିଶା,୫/୧: ଚୀନର ଶୂନ କୋଭିଡ ନୀତି ଦେଶବାସୀଙ୍କୁ ଅସହ୍ୟ କରିଦେଲାଣି । ଚୀନର ୨ଟି ସହର ସିଆନ ଓ ୟୁଝୋଉ େବେ କଠୋର ଲକଡାଉନର ଶୀକାର ହୋଇଛନ୍ତି । ଖାଦ୍ୟ ଭଳି ମୌଳିକ ସୁବିଧା ମଧ୍ୟ ପାଇ ପାରୁ ନାହାନ୍ତି । ଛଟପଟରେ ଚୀନର ସାଧାରଣ ଲୋକ । ସିଆନରେ କୋଭିଡ ମାମଲା ଦେଖାଯିବା

ଷ୍ଟକ ମାର୍କେଟରେ ରାଜ୍ କରୁଛି ଆପଲ କମ୍ପାନୀ

ମେଟ୍ରୋ ଟିଭି ଓଡିଶା,୫/୧: ମାଇକ୍ରୋସଫ୍ଟକୁ କ୍ରସ କରି ଷ୍ଟକ ମାର୍କେଟରେ ରାଜ କରୁଛି ଆପଲ । ଦେଶର ସବୁଠୁ ଧନୀ କମ୍ପାନୀ ମାଇକୋସଫ୍ଟକୁ କ୍ରସ କରିଛି ଆପଲ କମ୍ପାନୀ । ବିଶ୍ୱର ପ୍ରଥମ କମ୍ପାନୀ ଯାହାକି ନିଜ ଷ୍ଟକ୍ ମାର୍କେଟ ଭାଲ୍ୟୁକୁ ଥ୍ରି ଟ୍ରିଲିୟନ ଡଲାଲ ବା ୧ ଲକ୍ଷ କୋଟିରେ

ମହିଳାଙ୍କୁ ସୁରକ୍ଷା ଦେବ ଥର୍ମାଲ ଡ୍ରୋନ୍‌

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏବେ ମହିଳାଙ୍କୁ ସୁରକ୍ଷା ଯୋଗାଇଦେବ ଥର୍ମାଲ କ୍ୟାମେରାଯୁକ୍ତ ଡ୍ରୋନ୍ । ବ୍ରିଟେନର ଡ୍ରୋନ୍ ଡିଫେନ୍ସ ଦ୍ୱାରା ଏହା ବିକଶିତ ହୋଇଛି । ରାତିରେ ଏକାକୀ ଯାଏଥିବା ମହିଳା ମାନଙ୍କ ପାଇ ସୁରକ୍ଷା ଦେବ ଏହି କ୍ୟାମେରା ଡ୍ରୋନ୍ । ଯଦି କେହି କମେଣ୍ଟ ବା ଉତ୍ପୀଡନ

ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହେଲେ ୨ଯାଆଁଳା ଶିଶୁ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏକାଧିକ ଶିଶୁ ଜନ୍ମ ହେବା ଏବେ ଆଉ ଆଶ୍ଚର୍ଯ୍ୟ ଲାଗୁ ନାହିଁ । କାରଣ ଅନେକ ଲୋକଙ୍କର ଏକାଧିକ ଶିଶୁ ଗୋଟିଏ ଦିନରେ ଗୋଟିଏ ସମୟରେ ଜନ୍ମ ହେଉଛି କିନ୍ତୁ ଏବେ ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଅଜବ ଲାଗିବ । ଦୁଇଟି ଯାଆଁଳା ଶିଶୁ