Browsing Tag

#world

ଜିଭ ଟେକିଲା ୧୨କିଲୋ

ମେଟ୍ରୋ ଟିଭି ଓଡିଶା,୧୬/୧: ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ। image credit-facebook ମେକ୍ସିକୋ ସିଟିରେ ଆୟୋଜିତ

ଜଳୁଛି ଘର,ହସୁଛି ବୁଢା

ମେଟ୍ରୋ ଟିଭି ଓଡିଶା,୧୬/୧: ଘର ପୋଡି ଠାରୁ ବିପତ୍ତି ନାହି ଘୋଡା ଚଢା ଠାରୁ ସମ୍ପତ୍ତି ନାହିଁ । ହେଲେ ଦୁନିଆରେ ଏଭଳି ଲୋକ ଅଛନ୍ତି ଯାହାର ଘର ପୋଡି ଯାଏଥିବା ବେଳେ ତାମୁହଁରେ ହସ ଫୁଟି ଉଠୁଛି । ଘର ଲାଗିଥିବା ନିଆଁ ଆଡକୁ ଅନେଁଇ ରହିଛି ଲୋକଟି । ସେହି ଘର ଭିତରୁ ନିଆଁ ପ୍ରଭାବରୁ

ସେନା ଦିବସରେ ବର୍ଡରରେ ଉଡିଲା ଖଦି ତ୍ରିରଙ୍ଗା

ମେଟ୍ରୋ ଟିଭି ଓଡିଶା,୧୬/୧: ଗତକାଲି ସାରା ଦେଶରେ ପାଳନ ହେଉଥିଲା ଭାରତୀୟ ସେନା ଦିବସ । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ।

ପ୍ରଶାନ୍ତ ମହାସାଗରରେ ଆଗ୍ନେୟ ଉଦ୍‌ଗୀରଣ , ବିଶ୍ୱକୁ ସୁନାମୀ ଭୟ

ମେଟ୍ରୋ ଟିଭି ଓଡିଶା,୧୬/୧: ସମୁଦ୍ର ଭିତରୁ ବାହାରିଲା ଅଗ୍ନି । ପ୍ରଶାନ୍ତ ମହାସାଗର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ବିପଦ ଦେଖାଦେଇଛି। ସମୁଦ୍ର ମଧ୍ୟରେ ଆଗ୍ନେୟଗିରି ଉଦ୍ଗୀରଣ ବିଶ୍ୱର ଅଧିକାଂଶ ଦେଶକୁ ସୁନାମୀ ଆଲର୍ଟ। ଆଲାସ୍କା ଠାରୁ ପ୍ରାୟ ୧୦ହଜାର କିମି

ଅର୍ଡର ଦେବାର ୧୩.୫ ସେକେଣ୍ଡରେ ମିଳେ ଖାଇବା

ମେଟ୍ରୋ ଟିଭି ଓଡିଶା,୧୫/୧: ଭଲ ପର୍ବପର୍ବାଣୀରେ ଆମକୁ ବାହାରେ ଖାଇବାକୁ ଭଲ ଲାଗେ । କିନ୍ତୁ ଏଠାରେ ଖାଇବା ପାଇ ବହୁତ ସମୟ ଲାଗେ । ଏମିତି ରେସ୍ତୋରାଁ ଅଛି ଯେଉଠି ଗ୍ରାହକଙ୍କୁ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିବାକୁ ପଡେ । ଏହି ପରିପ୍ରେକ୍ଷୀରେ ବିଶ୍ୱରେ ଏପରି ଏକ ରେସ୍ତୋରା ରହିଛି

ଏଲିୟନ ଯୁବକ ବିନି

ମେଟ୍ରୋ ଟିଭି ଓଡିଶା,୧୫/୧: ଏଲିୟନକୁ ଦେଖିବା ଓ ସେମାନଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କ ଇଚ୍ଛା ।ସେମାନେ କେଉଁ ଗ୍ରହ ସେଠାରେ ଥିବା ସମସ୍ତ ବିହୟକୁ ଜାଣିବାକୁ ଆମର ଆଗ୍ରହ ଥାଏ । ବିଶେଷ କରି ଏଲିୟନ ସମ୍ପର୍କରେ କିଛି ସୂଚନା ସାମ୍ନାକୁ ଆସିଲେ ତାକୁ ଦେଖିବା ଓ ଜାଣିବାକୁ ଲୋକଙ୍କ ମନରେ

ଭାଇରାଲ ହେଉଛି ବେବି ସାର୍କ ଭିଡିଓ

ମେଟ୍ରୋ ଟିଭି ଓଡିଶା,୧୫/୧: ୟୁୁଟ୍ୟୂବରେ ରେକର୍ଡ କରିଛି ଏକ ବେବି ସାର୍କ ଭିଡିଓ । ଏହି ଭିଡିଓକୁ ଦେଖିଲେଣି ୧୦ବିଲିୟନ ବା ହଜାରେ କୋଟି ଦର୍ଶକ । ଏହାପୂର୍ବରୁ ୟୁଟ୍ୟୁବରେ ଏତେ ସଂଖ୍ୟାରେ ଦର୍ଶକ କୌଣସି ଭିଡ଼ିଓ ଦେଖିନଥିଲେ । ପୂର୍ବରୁ ‘ଡେସପାସିଟୁ’ ଭିଡ଼ିଓକୁ ୭୭୦ କୋଟି ଦର୍ଶକ

୨୪ ଟନ ଗୋମାଂସ ଜବତ , ପୋଲିସର ଜିମାରେ ଡ୍ରାଇଭ଼ର ଅଟକ

ମେଟ୍ରୋ ଟିଭି ଓଡିଶା,୧୫/୧: ପ୍ରଥମେ ଗୋଚାଲଣ ଆଉ ଏବେ ଗୋମାଂସ ଚାଲଣ ଦିନକୁ ଦିନ ବଢିବାରେ ଲାଗିଛି । ଅ।ଜି ଭୋରେ ସମୟରେ କଲିକତାରୁ ଅ।ନ୍ଧ୍ର ଅଭିମୂଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ଖୋର୍ଦ୍ଧା-ବ୍ରହ୍ମପୁର ୧୬

ଅଧୁରା ରହିଲା ଟିମ୍ ଇଣ୍ଡିଆରେ ସ୍ୱପ୍ନ,ଦକ୍ଷିଣ ଆଫ୍ରିକା ହାତରେ ସିରିଜ

ମେଟ୍ରୋ ଟିଭି ଓଡିଶା,୧୫/୧: ଟିମ୍ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଯାଇଛି । ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ହାରିଛି ଭାରତ । କେପଟାଉନ୍ ଟେଷ୍ଟର ଚତୁର୍ଥ ଦିନରେ ୭ ୱିକେଟରେ ହାରିଛି ଭାରତ । ଏଥିସହିତ ୨-୧ରେ ଦକ୍ଷିଣ ଆଫ୍ରିକା ହାତକୁ ସମର୍ପି ଦେଇଛି ସରିଜ ବିଜୟ ମୁକୁଟ ।ଘଟଣାବହୁଳ

କେନ୍ଦ୍ର ସରକାରଙ୍କ ନୂଆ ନିୟମ, ୮ସିଟ୍ ଗାଡି ପାଇଁ ୬ଟି ଏୟାରବ୍ୟାଗ୍ ବାଧ୍ୟ

ମେଟ୍ରୋ ଟିଭି ଓଡିଶା,୧୫/୧: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି । ଏବେ ଆଠଟି ସିଟ୍ ଥିବା ଗାଡ଼ିରେ ଅତି କମରେ ୬ଟି ଏୟାରବ୍ୟାଗ୍ ଲଗାଇବାକୁ ବାଧ୍ୟତାମୂଳକ କରୁଛି କେନ୍ଦ୍ର । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି